Odisha news
Yearly Archives

2025

ଚୀନ ରେ ଦ୍ରୁତ ଗତିରେ ବଢୁଛି HMPV ଭାଇରସ , ଏହି ଲୋକମାନେ ଅଧିକ ହେଉଛନ୍ତି ପୀଡିତ

କୋଭିଡ 19 ମହାମାରୀ ପରେ ବର୍ତମାନ ଚୀନ ଆଉ ଗୋଟିଏ ନୂଆ ଭାଇରସ ହ୍ୟୁମାନ ମେଟାନ୍ୟୁମୋଭାଇରସ ରେ ପୀଡିତ ହେଉଛି, ଏହି ଭାଇରସ ଦ୍ରୁତ ଗତିରେ ବ୍ୟାପୁଛି ଓ ଏହି କାରଣରୁ ଡାକ୍ତରଖାନା ରେ ଭିଡ଼ ଦେଖିବାକୁ ମିଳୁଛି,…
Read More...

ବଲାଙ୍ଗିର ଓ ସୋନପୁର ଜିଲ୍ଲାର ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି…

ଭୁବନେଶ୍ୱର: ୦୪/୦୧/୨୦୨୫ : ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ଚାଲିଥିବା ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ…
Read More...

ପିକ୍ଅପ ଭ୍ୟାନ ଧକ୍କାରେ ମହିଳାଙ୍କ ମୃତ୍ୟୁ

ନିରାକାରପୁର,୪/୧:  ୧୬ନମ୍ବର ଜାତୀୟ ରାଜପଥ ଜଂକିଆ ଠାରେ ଦୁର୍ଘଟଣା।ଦୁର୍ଘଟଣା ରେ ଜଣେ ମହିଳାଙ୍କ ମୃତ୍ୟୁ।ମୃତକ ଜଣଙ୍କ ଜଂକିଆ ଥାନା ଅନ୍ତର୍ଗତ ସରପାରୀ ଗ୍ରାମର ପ୍ରଣତି ବାଳା ନାୟକ।ମହିଳା ଜଣଙ୍କ ରାସ୍ତା ପାର ହେଉଥିବା…
Read More...

ଉତ୍କର୍ଷ ଓଡିଶା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ , କାର୍ଯ୍ୟକ୍ରମର ସୁପରିଚାଳନା କରି ଜାତୀୟ ଓ ଅନ୍ତର୍ଜାତୀୟ…

ଭୁବନେଶ୍ୱର , 04.01.2025 : ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଏ ସମ୍ପର୍କରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ପ୍ରସ୍ତୁତି ସମ୍ପର୍କରେ…
Read More...

ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ 

ବାରଙ୍ଗ : ବାରଙ୍ଗ ତହସିଲ ଅଧିନସ୍ଥ ବେଲଗଛିଆ ଗ୍ରାମ କୁଆଖାଇ ନଦୀ ପଠାରେ  ବେଆଇନ ଭାବେ ହୋଇଥିବା  ସରକାରୀ ଜମି ଜବରଦଖଲକୁ ଶନିବାରଦିନ ପ୍ରଶାସନ ପକ୍ଷରୁ ଉଛେଦ କରାଯାଇଛି ।ବେଲଗଛିଆ ଗ୍ରାମ କୁଆଖାଇ ନଦୀ ପଠାରେଥିବା…
Read More...

ଚୋରି ପରେ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ବ୍ରହ୍ମପୁର,୪।୧: ବ୍ରହ୍ମପୁର ସହରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି ା ଏକ ତାଲା ବନ୍ଦ ଘରୁ ଦୁର୍ବୃତ୍ତମାନେ ଚୋରି କରିବା ପରେ ନିଆଁ ଲଗାଇ ଫେରାର ହୋଇଯାଇଛନ୍ତି ା ସକାଳୁ ଅଗ୍ନିଶମ ବାହିନୀ…
Read More...

ଆନ୍ତ ମହାବିଦ୍ୟାଳୟ ଭଲିବଲ୍ ପ୍ରତିଯୋଗିତା ଉଦ୍ଘାଟିତ

ନୂଆପଡ଼ା- ୩/୧ (ସୁରେନ୍ଦ୍ର ତିୱାରୀ) : ଆଜି ନୂଆପଡ଼ା ମହାମାୟା ମହାବିଦ୍ୟାଳୟରେ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଆନୁକୂଲ୍ୟରେ ଆନ୍ତ ମହାବିଦ୍ୟାଳୟ ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି l ନୂଆପଡ଼ା ଜିଲ୍ଲାପାଳ…
Read More...

ଦରଲିମୁଣ୍ଡା ମଣ୍ଡି ଦ୍ବାରା ମାଣ୍ଡିଆ କ୍ରୟର ଶୁଭାରମ୍ଭ

ନୂଆପଡ଼ା - ୪/୧ (ସୁରେନ୍ଦ୍ର ତିୱାରୀ) : ଚଳିତ ବର୍ଷ ୨୦୨୪-୨୫ ରେ ନୂଆପଡ଼ା ଜିଲ୍ଲାର ସମସ୍ତ ମାଣ୍ଡିଆ ଚାଷୀଙ୍କ ଠାରୁ ଓଡ଼ିଶା ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ କ୍ଵିଣ୍ଟାଲ ପିଛା ସର୍ବନିମ୍ନ ୪୫୦୦ ଟଙ୍କା ମୂଲ୍ୟରେ …
Read More...

ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଭାରତ ସରକାରଙ୍କ ଦ୍ୱାରା ନେସନାଲ କ୍ୱାଲିଟି ଏସ୍ୟୁରେନ୍ସ ଷ୍ଟାଣ୍ଡର୍ଡ  ମାନ୍ୟତା ପାଇଲା

ନୂଆପଡ଼ା- ୪/୧ (ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲାର ଚାରି ଗୋଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଵାସ୍ଥ୍ୟ ଉପ କେନ୍ଦ୍ର ଭାରତ ସରକାରଙ୍କ ଦ୍ୱାରା ସମ୍ମାନ ଜନକ ନେସନାଲ କ୍ୱାଲିଟି ଏସ୍ୟୁରେନ୍ସ ଷ୍ଟାଣ୍ଡର୍ଡ (ଏନ.…
Read More...

ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଦ୍ବାରା  ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଭଲିବଲ ପ୍ରତିଯୋଗୀତା ଉଦଯାପିତ

ନୂଆପଡା-୪/୧(ସୁରେନ୍ଦ୍ର ତିୱାରୀ) ମାଁ ମାଣିକେଶ୍ଵରୀ  ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ଦୁଇ ଦିନ ବ୍ୟାପି  ସ୍ଥାନୀୟ ମହାମାୟା ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା  ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଭଲିବଲ ପ୍ରତିଯୋଗିତା  ଆଜି…
Read More...