Odisha news
Monthly Archives

July 2020

ମୟୂରଭଞ୍ଜରେ କରୋନା ସଂଖ୍ୟା ୬୦୦ ଟପିଲା, ବଢିବାରେ ଲାଗିଛି ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ କ୍ରମାଗତ ଭାବେ ସ୍ଥାନୀୟ କରୋନା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଫଳରେ ଜିଲ୍ଲାରେ କରୋନା ସଂଖ୍ୟା ୬୦୦ ଟପିଛି, ଫଳରେ ଜିଲ୍ଲାବାସୀ ଭୟଭୀତ ହୋଇପଡିଛନ୍ତି । ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାରେ…
Read More...

ଜୁଆ ଆଡ୍ଡା ଉପରେ  ବାଲିଆପାଳ ପୁଲିସ ଅତର୍କିତ ଚଢାଉ : ୫ ଜୁଆଡି ଗିରଫ , ୮ ବାଇକ ସମେତ ୧୧,୧୨୦ ଟଙ୍କା ଜବତ

ବାଲିଆପାଳ : ବାଲିଆପାଳ ଥାନା ଠାରୁ ମାତ୍ର ୫୦୦ ମିଟର ଦୂରରେ କଚୁଆପଡା ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ  ବାଲିଆପାଳ ପୁଲିସ ଅତର୍କିତ ଚଢାଉ କରି ୫ ଜୁଆଡିଙ୍କୁ ଗିରଫ କରିଛି  । ଅନ୍ୟ କିଛି ଜୁଆଡି ଘଟଣାସ୍ଥଳରୁ ଦଉଡି…
Read More...

ବାଲିଆପାଳ ଶ୍ରଦ୍ଧାକ୍ଷେତ୍ରର ମୁଖ୍ୟ ପୂଜକ ଦେବେନ୍ଦ୍ର ପାଠୀଙ୍କ ପରଲୋକ

ବାଲିଆପାଳ :  ବାଲିଆପାଳ ଶ୍ରଦ୍ଧାକ୍ଷେତ୍ର ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଦେବେନ୍ଦ୍ର ପାଠୀ (୮୭ ବର୍ଷ)ଙ୍କର ପରଲୋକ ହୋଇଯାଇଛି । ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ରହି ଶଯ୍ୟାଶାୟୀ ଥିଲେ  । ତାଙ୍କ…
Read More...

ଓସ୍ୱାସ ପକ୍ଷରୁ ପଂଚୁରୁଖି ଗ୍ରାମରେ ଶୁଖିଲା ଖାଦ୍ୟ ବଣ୍ଟନ

ବାଲିଆପାଳ :  ଭୁବନେଶ୍ୱର ସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଓସ୍ୱାସ ପକ୍ଷରୁ ଆଜି ବାଲିଆପାଳ ବ୍ଲକ ମଧୁପୁରା ପଞ୍ଚାୟତ ପଞ୍ଚୁୁରୁଖି ଗ୍ରାମର ୨୫ ଜଣ ଗରିବ ଅବହେଳିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଛି  । ଏହି…
Read More...

ମହାବଳା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିିରରେ ଅଘଟଣ : ପ୍ରବାସୀ ଫେରନ୍ତା ବିବାହିତା ମହିଳାଙ୍କୁ ଦୁର୍ଷ୍କମ ଉଦ୍ୟମ

ବାଲିଆପାଳ :  ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ମହିଳାଙ୍କୁ ଦୁର୍ଷ୍କମ ଉଦ୍ୟମ  । ଏଭଳି ଅଭାବନୀୟ ଘଟଣା ଘଡିଛି ବାଲିଆପାଳର ବାଲିକୁଟି ପଂଚାୟତ ମହାବଳା ଗ୍ରାମର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ  । ଏହାକୁ ନେଇ ଗ୍ରାମରେ ଉତ୍ତେଜନା…
Read More...

ପଞ୍ଚୁଘଣ୍ଟା ଗାଁକୁ ସାନିଟାଇଜ୍ କଲେ ଏସ୍.ଏଚ୍.ଜି ଗ୍ରୁପ

ଜଳେଶ୍ୱର : ଜଳେଶ୍ୱର ମୁ୍ୟନିସିପାଲଟିର ପଞ୍ଚୁଘଣ୍ଟା ଗାଁରୁ ଦ୍ୱିତୀୟ ସର୍ବାଧିକ କରୋନାପଜେଟିଭ୍ ଦେଖାଦେଇଥିବାରୁ ସେଠାରେ ଥିବା ବିଭିନ୍ନ ଏସ୍ଏଚ୍ଜି ଗ୍ରୁପର ମହିଳାମାନଙ୍କୁ ପକ୍ଷରୁ ଗାଁର ମୁଖ୍ୟ ଓ ସାହି ରାସ୍ତା ଗୁଡିକୁ…
Read More...

୩ୟ ସଟ୍ଡାଉନ୍ ପୂର୍ବରୁ ଜଳେଶ୍ୱର ଦୈନିକ ହାଟ ଓ ସାପ୍ତାହିକ ହାଟରେ ପ୍ରବଳ ଭିଡ

ଜଳେଶ୍ୱର : କୋବିଡ଼୍-୧୯ର ନୂତନ ଗାଇଡ୍ଲାଇନ୍  ଅନୁଯାୟୀ ଜଳେଶ୍ୱର ପୌରପାଳିକାରେ ସଟ୍ଡାଉନ୍ ଘୋଷଣା ହୋଇଥିଲେ ମଧ୍ୟ ୨ ସପ୍ତାହ ଧରି ସଟ୍ଡାଉନ୍ ଲାଗି ରହିଥିବାରୁ ସାପ୍ତାହିକ ହାଟ ଓ ଡେଲି ମାର୍କେଟରେ ନାହିଁନଥିବା ଭିଡ…
Read More...

ମା ଛୁଆ ରେଳଧାରଣ ଉପରେ ଖସିପଡ଼ିଲେ : ଦ୍ରୁତଗତିରେ ଟ୍ରେନ ଆସୁଥିବା ଦେଖି ଡେଇଁଲେ ବାପା , ତା ପରେ …

କଥାରେ ଅଛି "ରଖେ ହରି ତ ମରେ କିଏ "ଏହାର ଅର୍ଥ ଯାହାକୁ ଭଗବାନ ବଞ୍ଚାଇବାର ଥିବା ତାହାକୁ ବିଶ୍ୱର କୌଣସି ଶକ୍ତି ମଧ୍ୟ ମାରିପାରିବ ନାହିଁ l ଏହା ଆପଣ ମାନେ ମଧ୍ୟ ଅନେକ ଥର ଦେଖିଥିବେ ଯେ ମୃତ୍ୟୁ ମୁଖରୁ ମଣିଷ ଫେରି ଆସିଥାଏ…
Read More...

ଜଗନ୍ନାଥ ରୂପୀ ପ୍ରଜାପତି ଠାବ : ଦେଖିବାକୁ ଲୋକଙ୍କ ଭିଡ,ତାପରେ …

ଔପଦା: ଔପଦା ଅଞଳରେ ବିଦ୍ୟୁତ ବିତରଣ ଦାଇତ୍ୱରେ ଥିବା ସଂସ୍ଥା ଆକାଂକ୍ଷା କାର୍ଯ୍ୟାଳୟରେ ଜଗନ୍ନାଥ ରୁପୀ ଏକ ବିରଳ ପ୍ରଜାପତି ବସିଥିବାର ଦେଖିବାକୁ ମିଳିଛି । ଆଜି କାର୍ଯ୍ୟାଳୟର ସହକାରୀ ଇନଚାର୍ଜ ମହେଶ୍ୱର ପଣ୍ଡା ଦିନ ୯.୩୦…
Read More...

ରଣପୁର ଏନ୍.ଏ.ସି ରେ ପିଲାଙ୍କ ପାର୍କ ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ଯାଗାକୁ ନେଇ ବିବାଦ : ପୋଲିସ୍ ର ଏକତରଫିଆ…

ରଣପୁର : ରଣପୁର ଏନ୍.ଏ.ସି ଅନ୍ତର୍ଗତ ୧ନଂୱାର୍ଡର ସାନଗଡଠାରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଯାଗା ପିଲାଙ୍କ ପାର୍କ ନିର୍ମାଣ କରିବା ପାଇଁ ରଣପୁର ଏନ୍.ଏ.ସି ତରଫରୁ ଯାଗା ଚିହ୍ନଟ ହୋଇ…
Read More...