Odisha news
Monthly Archives

July 2020

ବିବାହ ବେଦୀରୁ ବରକୁ ଉଠାଇ ନେଲା ଠାକୁରମୁଣ୍ଡା ପୋଲିସ।

ଠାକୁରମୁଣ୍ଡା  : ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧୀନ ରାଇରଙ୍ଗପୁର ସ‌ହରରେ। ସେପଟେ କରୋନା କଟକଣା ପାଇଁ ନିରାଡ଼ମ୍ବର ଭାବରେ ରାଇରଙ୍ଗପୁର ଟାଉନ ସ୍ଥିତ ଚୌବେ ଧର୍ମଶାଳାରେ…
Read More...

ମାହାଙ୍ଗା : କେନାଲ ହେଉନି ସଫେଇ , ବାହାରୁଛନ୍ତି ସାପ , ସାପ ଭୟରେ କେନାଲ ବନ୍ଧ ଦେଇ ଚାଷୀ ବିଲକୁ ଯାଇ ପାରୁ ନାହାନ୍ତି

ମାହାଙ୍ଗା ୦୧ା୦୭: ଛତା ଜଳ ସମ୍ପଦ ବିଭାଗ କନିଷ୍ଟ ଯନ୍ତ୍ରୀଙ୍କ ଅଧିନରେ ଥିବା ୯ନଂ କେନାଲର ଏଫ୍ ୧ ଯାହାକି ବେଗୁନିଆ ପଦାଠାରୁ ବାହାରି ଗୋପାଳପୁର ଗ୍ରାମ ଦେଇ ଶେଷରେ ପାଟରେ ପଡିଛି । ଉକ୍ତ କେନାଲ ଭିତର ଅଳିଆ ଆବର୍ଜନା ଓ…
Read More...

ମାହାଙ୍ଗା : ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ନିୟୋଜିତ ପାଚିକା ଓ ସହାୟିକାଙ୍କ ଦୁଃଖ ବଢୁଛି

ମାହାଙ୍ଗା ୦୧ା୦୭: ରାଜ୍ୟସରକାର କରୋନା ମହାମାରୀକୁ ଦୃଷ୍ଟି ଆଗରେ ରଖି ରାଜ୍ୟ ରେଥିବା ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟଗୁଡିକୁ ମାର୍ଚ୍ଚ ୧୩ତାରିଖ ଠାରୁ ବନ୍ଦ କରିଦେଇଥିଲେ । ପରବର୍ତି ସମୟରେ ମାର୍ଚ୍ଚ…
Read More...

ଆଇସିଏଆଇର ୫୧ତମ ବାର୍ଷିକ ଅଧିବେଶନ ଓ ନୂତନ ପଦାଧିକାରୀ ଚୟନ

ଭୁବନେଶ୍ୱର :ଆଇସିଏଆଇ  ଭୁବନେଶ୍ୱର ·ପ୍ଟରର ୫୧ତମ ବାର୍ଷିକ ଅଧିବେଶନ ଅନ୍ଲାଇନ୍ (ୱେବିନ୍ଟ୍) ଦ୍ୱାରା ସଫଳତାର ସହିତ ସମାପନ ହୋଇଯାଇଅଛି । ଉକ୍ତ ଅଧିବେଶନ ସମାପନ ପରେ ୨୦୧୯-୨୩ ବର୍ଷ ପାଇଁ ନିର୍ବାଚିତ ହୋଇଥିବା ପରି·ଳନା…
Read More...

ରାଜ୍ୟ ସରକାର ଜାରି କରିଥିବା ଅନ୍‌ଲକ୍ ୨.୦ ମାର୍ଗଦର୍ଶିକା ଭୁବଶ୍ବେର ମହାନଗର ରେ ପୂର୍ଣ୍ଣରୂପେ ଲାଗୁ କରାଯିବ :…

ଭୁବନେଶ୍ବର: ଜୁନ୍ ୩୦ ତାରିଖ ଦିନ ରାଜ୍ୟ ସରକାର ଜାରି କରିଥିବା ଅନ୍‌ଲକ୍ ୨.୦ ମାର୍ଗଦର୍ଶିକା ଭୁବଶ୍ବେର ମହାନଗର ନିଗମ ଅଞ୍ଚଳରେ ପୂର୍ଣ୍ଣରୂପେ ଲାଗୁ କରାଯିବ ବୋଲି ବୁଧବାର ଦିନ ‘ବିଏମ୍‌ସି’ ଟୁଇଟ୍ କରି ଜଣାଇଛି। ଆଜି…
Read More...

ବାରମୂଳା ଜିଲ୍ଳାର ସାପୋର୍ ଅଞ୍ଚଳରେ ଆତଙ୍କବାଦୀମାନଙ୍କ ଆକ୍ରମଣ : ସିଆର୍‌ପିଏଫ୍‌ର ଚାରିଜଣ ଯବାନ ଓ ଜଣେ ସାଧାରଣ…

ଶ୍ରୀନଗର: ବାରମୂଳା ଜିଲ୍ଳାର ସାପୋର୍ ଅଞ୍ଚଳରେ ଆତଙ୍କବାଦୀମାନଙ୍କ ଆକ୍ରମଣ କାରଣରୁ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳର (ସିଆର୍‌ପିଏଫ୍‌) ଅନ୍ୟୂନ ଚାରିଜଣ ଯବାନ ଓ ଜଣେ ସାଧାରଣ ନାଗରିକ ଆହତ ହୋଇଥିବା କଥା ବୁଧବାର ଦିନ…
Read More...

ହାଟଡିହି : ବାଲି ବୋଝେଇ ଭାରିଯାନ ଚଳାଚଳ ଯୋଗୁଁ ଚଷାଖଣ୍ଡ ହାବଳେଶ୍ୱର ରାସ୍ତା ବିପର୍ଯ୍ୟସ୍ଥ, ସାଧାରଣ ଲୋକେ ଭୋଗୁଛନ୍ତି…

ହାଟଡିହି   : ବାଲିବୋଝଇ ଭାରିଯାନ ଚଳାଚଳ ଯୋଗୁଁ  ଚଷାଖଣ୍ଡ ହାବଳେଶ୍ୱର ରାସ୍ତାଟି ବିପର୍ଯ୍ୟସ୍ଥ ହୋଇପଡିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗତ ୫ବର୍ଷ ପୁର୍ବେ କୋଟିଏରୁ ଉର୍ଦ୍ଧ ଟଙ୍କା ବ୍ୟୟ କରାଯାଇ ଏହି ରାସ୍ତାଟି…
Read More...

ବାରିପଦା  : ଡିଜେଲ ଓ ପେଟ୍ରୋଲର ଦରବୃଦ୍ଧି ପ୍ରତିବାଦରେ ସିପିଆଇ ଓ ସିପିଏମ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

ବାରିପଦା  : ମଙ୍ଗଳବାର ସିପିଆଇ ଓ ସିପିଏମ ପକ୍ଷରୁ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଅତ୍ୟାଧିକ ମୂଲ୍ୟ ବୃଦ୍ଧି ବିରୋଧରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।…
Read More...

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ , ମୟୂରଭଞ୍ଜରେ କରୋନା ସଂଖ୍ୟା ୨୦୮କୁ ବୃଦ୍ଧି

ବାରିପଦା  : ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାରେ ୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ କରୋନା ସଂଖ୍ୟା ୨୦୮କୁ ଛୁଇଁଛି । ଅପରପକ୍ଷରେ ଜିଲ୍ଲାରେ କରୋନା ସଂଖ୍ୟା ବୃଦ୍ଧି ପାଉଥିବାକୁ ନଜରରେ ରଖି ଶନିବାର ଓ…
Read More...

ବାରିପଦା : ସନ୍ତାଳୀ ପିଲ୍ମ ଡେଭଲ୍ପମେଣ୍ଟ ଆସୋସିଏସନ ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ବାରିପଦା : ମଙ୍ଗଳବାର ସାନ୍ତାଳୀ ପିଲ୍ମ ଡେଭଲ୍ପମେଣ୍ଟ ଆସୋସିଏସନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ପତ୍ର ସଂଖ୍ୟା ୨୩୭(୨୭) ସଂସ୍କୃତି ଅନୁଯାଇ ବ୍ଲକ କଳା ସଂସ୍କୃତି ସଂଘ, ନଗରକଳା ସଂସ୍ମୃତି ସଂଘ, ଜିଲ୍ଲା କଳା ସଂସ୍କୃତି ସଂଘ…
Read More...