Odisha news
Monthly Archives

July 2020

ଆରମ୍ଭ ହେବ ସାରାଙ୍କ ‘ଅତରଙ୍ଗୀ ରେ’ ସୁଟିଂ

ସାରା ଅଲୀ ଖାନ୍‌, ଅକ୍ଷୟ କୁମାର ଓ ଧନୁଷ ଅକେଫାବରରେ ଅପକମିଙ୍ଗ୍‌ ଫିଲ୍ମ ‘ଅତରଙ୍ଗୀ ରେ’ ସୁଟିଂ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଆନନ୍ଦ ଏଲ. ରାୟଙ୍କ ନିର୍ଦ୍ଦେଶିତ ଫିଲ୍ମର ସୁଟିଂ ମଧୁରାଇ, ଦିଲ୍ଲୀ ଓ ମୁମ୍ବାଇରେ…
Read More...

ବାହାବେଦିରୁ ଥାନା

ପଶ୍ଚିମ ବଙ୍ଗ : ପଶ୍ଚିମ ବଙ୍ଗର ହାୱଡା ଜିଲ୍ଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ବାହାଘର ଶେଷ ପରେ ବର-କନ୍ୟା ଘର କିମ୍ବା ମନ୍ଦିରକୁ ନ ଯାଇ ସିଧା ପହଞ୍ଚିଛନ୍ତି ବାଗନାନ୍‌ ପୋଲିସ୍‌ ଷ୍ଟେସନ୍‌ରେ । ପୋଲିସ୍‌ କର୍ମଚାରୀ…
Read More...

ଅଯୋଧ୍ୟା: ଭୂମିପୂଜା ମୁହୂର୍ତ୍ତ ମାତ୍ର ୩୨ ସେକେଣ୍ଡ୍‌

ପୂରା ଦେଶ ଅଗଷ୍ଟ ୫ରେ ରାମ ମନ୍ଦିର ଭୂମି ପୂଜାକୁ ଚାହିଁ ବସିଛି । ଏ ପାଇଁ ଅଯୋଧ୍ୟା ନଗରୀରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏପରିକି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଗଷ୍ଟ ୩-୫ ଦୀପାବଳି ପାଳିବାକୁ ଆଦେଶ ଦେଇଛନ୍ତି…
Read More...

ଲକ୍‌ଡାଉନ୍‌ରେ ୪୩% ଭାରତୀୟ ଅବସାଦଗ୍ରସ୍ତ

ନୂଆ ସର୍ଭେରୁ ଜଣାପଡ଼ିଛି ୫ ମାସର ଲକ୍‌ଡାଉନ୍‌ ଯୋଗୁ ମାନସିକ ଚାପ ବୃଦ୍ଧି ପାଇ ୪୩% ଭାରତୀୟ ଏହାର ଶିକାର ହୋଇଛନ୍ତି । ସେଥିମଧ୍ୟରୁ ୩୬% ସାମାନ୍ୟ ଓ ୬% ଅବସାଦଗ୍ରସ୍ତ ହୋଇଥିଲେ । ୫୯% ଲୋକ କହିଛନ୍ତି ଏବେ କିଛି କାମ…
Read More...

ଡିପ୍ରେସନ୍‌ ନæôରେ ଦୀପିକା ବେପାର କରୁଛନ୍ତି !

ଅଭିନେତ୍ରୀ କଙ୍ଗନା ରନୌତ ଫିଲ୍ମ ସହିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ରାୟ ଦେବା ଓ ବୟାନବାଜି କରିବାକୁ ନେଇ ଚର୍ଚ୍ଚାରେ ରୁହନ୍ତି । କଙ୍ଗନା ସୋସାଲ ମିଡିଆରେ ଏତେ ସକ୍ରିୟ ନୁହନ୍ତି, କିନ୍ତୁ ତାଙ୍କ ଟିମ୍‌ ସମସ୍ତ ବୟାନ ସେୟାର…
Read More...

ନୋଟବନ୍ଦୀର ୪ ବର୍ଷ ପରେ ମିଳିଲା ୫ କୋଟିର ପୁରୁଣା ନୋଟ୍‌

ଗୋଧରା : ନୋଟ୍‌ବନ୍ଦୀର ୪ ବର୍ଷ ପରେ ଗୁଜରାଟରେ ପାଞ୍ଚ କୋଟି ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଜବତ କରାଯାଇଛି । ଗୁଜରାଟ ଏଟିଏସ୍‌ ଓ ମରିନ୍‌ ଟାସ୍କ ଫୋର୍ସ ଏସବୁକୁ ଜବତ କରିଛି । ଗୋଧରାର ପଶ୍ଚିମବର୍ତ୍ତୀ…
Read More...

ହାଇସ୍କୁଲ୍‌ ଛାତ୍ରୀ ଠାବ କଲେ କ୍ଷୁଦ୍ରଗ୍ରହ

ସୁରଟ୍‌  : ଗୁଜରାଟର ସୁରଟ୍‌ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିବା ଦୁଇ ଜଣ ଛାତ୍ରୀ ବୈଦେହୀ ବେକାରିଆ ଓ ରାଧିକା ଲଖାନି ମହାକାଶରେ ଗୋଟିଏ କ୍ଷୁଦ୍ରଗ୍ରହ ଠାବ କରିଛନ୍ତି । ନାସା ଏହାର ନାଁ ଦେଇଛି ଏଚ୍‌ଏଲ୍‌ଭି୨୫୧୪ । କିଛି…
Read More...

ମାଲକାନଗିରି ଜିଲ୍ଲାରେ ୧୦ମ ପାଶ ହାର ୭୭ ପ୍ରତିଶତ : ଏ- ୱାନରେ ୨ଜଣ ଉତ୍ତୀର୍ଣ୍ଣ ହେୀଇ ଜିଲ୍ଲାରେ ଟପର

ମାଲକାନଗିରି !ତା:୨୯.୭.୨୦୨୦ : ଆଜି ୧୦ମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି !ମାଲକାନଗିରି ଜିଲ୍ଲାରେ ୧୯ମ ପରୀକ୍ଷା ପାଶ ହାର ୭୭ ପ୍ରତିଶତ ରହିଛି ! ଏ ୱାନରେ ଦୁଇ ଜଣ ବିଦ୍ଯାର୍ଥି ଉତ୍ତୀର୍ଣ୍ଣ ହୋଇ ମାଲକାନଗିରି…
Read More...

୫୩ କେଜି ଗଞ୍ଜେଇ କାର ସହ ୨ ଦୁଇ ଗିରଫ

ଆର,ଉଉଦୟଗିରି(ମନୋଜ ପାଢୀ  ଆର,ଉଦୟଗିରି ଗଜପତି )- ଗଜପତି ଏସପିଙ୍କର ନିର୍ଦେଶ କ୍ରମେ ତଥା ଆର,ଉଦୟଗିରି ଏସଡିପିଓ ଓ ମୋହନା ଆଇଆଇସିଙ୍କର ପ୍ରତ୍ୟକ୍ଷ ତୁତାବଧାନରେ ମଙ୍ଗଳବାର ରାତ୍ର ୧୧.୩୦ ସମୟରେ ମୋହନା ଥାନାର ଏସଆଇ ଓ…
Read More...

ଚଳିତ ବର୍ଷ ର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ : କେ.ପ୍ରେମ ସାଇ ଦୋରା ବ୍ଲକ ଟପ୍ପର

ବୋରିଗୁମ୍ମା (କେ.ସାକିଲି ଦୋରା) : ଆଜି ଚଳିତ ବର୍ଷ ର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ବୋରିଗୁମ୍ମା ବ୍ଲକରେ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର କେ.ପ୍ରେମ ସାଇ ଦୋରା ବ୍ଲକ ଟପ୍ପର ହୋଇଛନ୍ତି। ମୋଟ ୬୦୦ ମାର୍କ ରୁ ୪୯୦…
Read More...