Odisha news
Monthly Archives

July 2020

ଭଦ୍ରକରେ ବିଶିଷ୍ଟ ସମାଜବାଦୀ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତିଙ୍କ ୩ୟ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଭଦ୍ରକ,୩୧ ।୦୭(ଜିପ୍ର):ବିଶିଷ୍ଟ ସମାଜବାଦୀ, ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତିଙ୍କ ୩ୟ ଶ୍ରାଦ୍ଧ ବାର୍ଷିକୀ ଭଦ୍ରକ ସହର ଅନ୍ତର୍ଗତ କୁଆଁସ ଠାରେ କୋବିଡ ନିୟମ ଅନୁଯାୟୀ ନିରାଡମ୍ବର ଭାବେ ପାଳିତ ହୋଇ ଯାଇଛି । ଗରଦପୁର…
Read More...

କରୋନା ସଂକ୍ରମଣ : ଭଦ୍ରକ ଜିଲ୍ଲାରେ ପୁଣି ୨ଦିନ ପାଇଁ ଶଟ୍‍ଡାଉନ

ଭଦ୍ରକ,୩୧ ।୦୭(ଜିପ୍ର):ଭଦ୍ରକ ଜିଲ୍ଳାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ଶନିବାର ଓ ରବିବାରକୁ ଶଟଡାଉନ କରାଯାଇଛି । ଅଗଷ୍ଟ ୧ଶନିବାର ସକାଳ ୫ଟା ଠାରୁ ଅଗଷ୍ଟ ୩ ତାରିଖ ସୋମବାର ସକାଳ ୫ଟା…
Read More...

ସାହୁପଡା ପଂଚାୟତରେ ଚାରା ରୋପଣ

ବରୀ, (ପିପିଏସ)- ବରୀ ବ୍ଲକ୍ ଅଧିନ ସାହୁପଡା ପଂଚାୟତକୁ ସବୁଜିମା କରିବା ପାଇଁ ସରପଂଚ ସରୋଜିନୀ ପଣ୍ଡା ନିଷ୍ପତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସାହୁପଡା -ଧାରପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ମୂଖ୍ୟ ଅତିଥି ଭାବେ…
Read More...

ଗୋଳକୁଣ୍ଡ ପଂଚାୟତର ସମସ୍ୟା ସମାଧାନ କରିବା ପାଇଁ ସରପଂଚ ଅଂଟା ଭିଡିଲେ

ବରୀ, (ପିପିଏସ)- ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅଧିନ ଗୋଳକୁଣ୍ଡ ପଂଚାୟତ ୧୧ ଟି ଓାର୍ଡକୁ ନେଇ ଗଠିତ । ସାତ ହହାରରୁ ଉର୍ଦ୍ଧ ଲୋକ ଏହି ପଂଚାୟତରେ ବସବାସ କରୁଥିଲାବେଳେ ସମସ୍ୟା ରହିଛି ଅନେକ । ଏସବୁ ସମସ୍ୟାକୁ ସମାଧାନ କରିବା…
Read More...

ବିରଜା ବିଦୂତ ପରିଷଦର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି

ଯାଜପୁର: ୩୧/୦୭ (ସ.ବୁ୍ୟ) ଯାଜପୁର ଅଧିନସ୍ଥ ଯାଜପୁର ବ୍ଲକର ମାର୍କଣ୍ଡପୁ ଠାରେ ମା” ବିରଜା ବିଦୂତ ପରିଷଦ ପକ୍ଷରୁ କର୍ମକାଣ୍ଡ କରୁଥିବା ତଥା ଯାଜ୍ଞାନୁଷ୍ଠାନ ରେ କାର୍ଯ୍ୟ କରୁଥିବା ଯାଜପୁର ଜିଲ୍ଲାର ବ୍ରାହ୍ମଣମାନେ ଏକ…
Read More...

ତିହିଡିରେ ଚୋରି ଓ ନିଶାଦ୍ରବ୍ୟର ଚୋରା କାରବାର ବୃଦ୍ଧି ପାଉଛି

ତିହିଡି, ୩୧/୦୭: ତିହିଡି ଥାନା ଇଲାକାରେ ଦିନକୁ ଦିନ ଚୋରି ଓ ଛିନତାଇ ବଢି ବଢି ଚାଲିଛି । ଚୋରା କୋଇଲା ·ଲାଣ ସହିତ ଚୋରା ମଦ କାରବାର ଯୋଗୁଁ ତିହିଡି ବଜାର ସମେତ ବିଭିନ୍ନ ଛକ ବଜାର ଓ ଗାଁ ଗଣ୍ଡାରେ ଚୋରି ବୃଦ୍ଧି ପାଉଛି ।…
Read More...

ବ୍ରହ୍ମପୁର ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ ଛିଞ୍ଚନ

ବ୍ରହ୍ମପୁର କରୋନା ପଜିଟିଭ ସଂଖ୍ୟା ବୁଦ୍ଧି ପାଉଥିବା ପରିପ୍ରେକ୍ଷୀରେ ପ୍ରତିଦିନ ଭଳି ବ୍ରହ୍ମପୁର ଅଗ୍ନିଶମ ବିଭାଗ ତରଫରୁ ଆଜି ସହରର ବିଭିନ୍ନ ଅଞ୍ଚଳରେ ବିଶୋଧନ ଛିଞ୍ଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର…
Read More...

ସ୍ୱତନ୍ତ୍ର ଏଡିଏମ ଙ୍କ ଅଚାନକ ଚାରି ପଞ୍ଚାୟତନ ଗସ୍ତ, ବାଣ୍ଟିଲେ ସଚେତନତା ଗୁରୁମନ୍ତ୍ର

ଛତ୍ରପୁର୩୧/୭; ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ରୋକିବାକୁ ସବୁସ୍ତରରେ ଉଦ୍ୟମ ଜାରି ରହିଛି । ଜିଲ୍ଲାପ୍ରଶାସନ ମଧ୍ୟ ବହୁ ପଦକ୍ଷେପ ଗ୍ରହଣ କରିଛି । ଆଉ ଟିକେ ଆଗକୁ ଯାଇ ଛତ୍ରପୁର ବ୍ଲକ…
Read More...

ଇଦୁଜ୍‌ଜୁହାର ତାତ୍ପର୍ଯ୍ୟ

ବିଶ୍ୱରେ ଭାରତ ଏକ ଏପରି ଦେଶ ଯେଉଁଠି ଏକ ତ୍ରିରଙ୍ଗା ପତକା ତଳେ ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ, ସଂସ୍କୃତି ଓ ଭାଷାଭାଷୀ ଲୋକ ଏକତ୍ରିତ ହୋଇ ବସବାସ କରନ୍ତି । ପରସ୍ପର ଭିତରେ ଭାଇଚାରା ରକ୍ଷା କରି ଏକତ୍ରିତ ହୋଇ ବିଭିନ୍ନ…
Read More...

ଆର୍ଥିକ ପ୍ରଗତି ନିମନ୍ତେ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଜମିରୁ ୩୮ ବର୍ଷ ପରେ ଜଙ୍ଗଲ ବିଭାଗର ଉଚ୍ଛେଦ ପଦକ୍ଷେପ

ଛତ୍ରପୁର,୩୧/୭ : ଆର୍ଥିକ ପ୍ରଗିତ ନିମନ୍ତେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ପଞ୍ଚାୟତ ତେଲୁଗୁ ନୂଆଗାଁ ଗ୍ରାମର ୧୩୬ ଜଣ ଗରିବ ହରିଜନ ପରିବାରଙ୍କୁ ପ୍ରଦାନ କରାଯାଇଥିବା ଜଙ୍ଗଲ ଜମିକୁ ଦୀର୍ଘ ୩୮ ବର୍ଷ ପରେ ଉଚ୍ଛେଦ…
Read More...