Odisha news
Yearly Archives

2018

ନୂଆବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୧ ଡିସେମ୍ବର - ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଇଂରାଜୀ ନବ ବର୍ଷ ପାଳନ କରିବେ ନାହିଁ । ଆଣ୍ଠୁରେ ଯନ୍ତ୍ରଣା ପାଇଁ ସେ ଏହି ନିଷ୍ପତି ନେଇଛନ୍ତି । ତେଣୁ ଶୁଭେଚ୍ଛୁମାନଙ୍କୁ ନବୀନ ନିବାସ…
Read More...

ରାତ୍ରୀକାଳୀନ ଆହାର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୧ ଡିସେମ୍ବର - ନୂଆବର୍ଷର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାତ୍ରୀକାଳୀନ ଆହାର ଯୋଜନାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ଏହି…
Read More...

ଆଜି ମଧ୍ୟରାତ୍ରିରୁ ଏହିସବୁ ସ୍ମାର୍ଟଫୋନଗୁଡ଼ିକରେ ହ୍ଵାଟ୍ସଆପ ସେବା ବନ୍ଦ ହୋଇଯିବ

ନୂଆଦିଲ୍ଲୀ : ଆଜି ମଧ୍ୟରାତ୍ରିରୁ କେତେକ ନିର୍ଦ୍ଦିଷ୍ଟ ସ୍ମାର୍ଟଫୋନରେ ହ୍ଵାଟ୍ସଆପ ସେବା କାମ କରିବା ବନ୍ଦ କରିଦେବ । ସେଗୁଡିକ ମଧ୍ୟରେ ରହିଛନ୍ତି ବ୍ଲାକବେରୀ, ଓ୍ଵିଣ୍ଡୋଜ ଓ ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମ ଥିବା କେତେକ ଫୋନ…
Read More...

୨୦୧୮ରେ ସେନା ଗୁଳିରେ ପ୍ରାଣ ହରାଇଛନ୍ତି ୨୪୮ ଆତଙ୍କବାଦୀ; ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଭଟ୍ଟ

ନୂଆଦିଲ୍ଳୀ:୨୦୧୮ ମସିହା ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦ ଚଳାଉଥିବା ଆତଙ୍କବାଦୀମାନଙ୍କ ପାଇଁ ମୃତ୍ୟୁଲୋକ ପ୍ରମାଣିତ ହୋଇଛିି। କେବଳ ୨୦୧୮ ମସିହାରେ ଭାରତୀୟ ସେନା ଓ ପାରାମିଲିଟାରୀ ଫୋର୍ସ ଜାମ୍ମୁ ଓ କଶ୍ମୀର ପୁଲିସ ସହିତ…
Read More...

ଦଳର ୧୦୦ ଦିନିଆ ନିର୍ବାଚନ ଅଭିଯାନରେ ୨୦ଟି ରାଜ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆସନ୍ତା ୧୦୦ ଦିନ ମଧ୍ୟରେ ନିର୍ବାଚନ ଅଭିଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ଟି ରାଜ୍ୟ ଗସ୍ତ କରିବେ ବୋଲି ବିଜେପି ସୂତ୍ରରୁ ଜଣାପଡ଼ିଛି। ପାର୍ଟି ମଧ୍ୟ ନିଜର ‘ମିସନ ୧୨୩’ ଲକ୍ଷ୍ୟକୁ ପୁଣି ଜାଗରୁକ…
Read More...

ବାଂଲାଦେଶରେ ପୁଣି ‌ଶେଖ୍ ହସିନା ସରକାର

ଢାକା : ବାଂଲାଦେଶରେ ଆଜି ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅୱାମୀ ଲିଗ୍‌ ଦଳ ପୁଣି ବିଜୟୀ ହୋଇଛି। ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ଅନୁଷ୍ଠିତ ଏହି ନିର୍ବାଚନରେ ହସିନା ନିର୍ଦ୍ବନ୍ଦ୍ବରେ…
Read More...

ମନ୍‌ କୀ ବାତ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ୍‌ କୀ ବାତ୍‌’ର ୫୧ତମ ସଂସ୍କରଣରେ କହିଛନ୍ତି ସଂକଳ୍ପରେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ୍‌ କୀ ବାତ୍‌’ର ୫୧ତମ ସଂସ୍କରଣରେ କହିଛନ୍ତି ଯେ ନକରାତ୍ମକତାର ପ୍ରଚାର ଓ ପ୍ରସାର ଖୁବ୍‌ ସହଜ, କିନ୍ତୁ ସଂକଳ୍ପରେ ରହିଥିବା ସାମର୍ଥ୍ୟ ଏଭଳି ନକରାତ୍ମକ ପରିବେଶ…
Read More...

ଖୋଲିଲା ୧୦୦ ସାନିଟାରି ନାପ୍‌କିନ୍‌ ୟୁନିଟ୍ ପ୍ରତି ୟୁନିଟ୍‌ରେ ୫ ମହିଳାଙ୍କୁ ନିଯୁକ୍ତି ମିଳିବ:କେନ୍ଦ୍ର…

ଭୁବନେଶ୍ୱର : ରାଜ୍ୟରେ ୧୦୦ ଉଜ୍ଜ୍ବଳା ସାନିଟାରି ନାପ୍‌କିନ୍ ୟୁନିଟ୍ ଖୋଲିଛି। ଆଜି ରେଳ ଅଡିଟୋରିୟମ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ୟୁନିଟ୍‌ଗୁଡ଼ିକୁ…
Read More...

ଆର ପାରିରେ କାଦର ଖାନ

ନୂଆଦିଲ୍ଲୀ: ବଲିଉଡର ବିିଶିଷ୍ଟ ହାସ୍ୟ ଅଭିନେତା, ସଂଳାପ ଲେଖକ କାଦର ଖାନ ଆଉ ନାହାଁନ୍ତି । ସୋମବାର ଭୋର ସମୟରେ କାନାଡାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ…
Read More...

ସୁଧୀର ଭାର୍ଗବଙ୍କୁ ନୂତନ ମୁଖ୍ୟ ସୂଚନା କମିସନର ଭାବେ ନିଯୁକ୍ତି ଦେଲେ ସରକାର

ନୂଆଦିଲ୍ଲୀ: ଚାରି ଜଣ ନୂତନ ସୂଚନା କମିସନର୍‌ଙ୍କ ସହ ସୁଧୀର ଭାର୍ଗବଙ୍କୁ ସରକାର ‘କେନ୍ଦ୍ରୀୟ ସୂଚନା ଆୟୋଗ’ର ନୂତନ ମୁଖ୍ୟ ସୂଚନା କମିସନର୍‌ ଭାବେ ନିଯୁକ୍ତି ଦେଇଛନ୍ତି। ‘କେନ୍ଦ୍ରୀୟ ସୂଚନା ଆୟୋଗ’ରେ ମୁଖ୍ୟ ସୂଚନା…
Read More...