“ଅନ୍ନ ଚିନ୍ତା ଚମତ୍କାର କାତରେ କବିତା କୁ ଥ”-ସେ ଦିନ କବି କୁଳ ତିଳକ କାଲି ଦାସ ପ୍ରାଣର ଆବେଗ୍ ରେ କହିଥିଲେ ଏ କଥା ରାଜା ବିକ୍ରମଦିତ୍ୟ୍ ଙ୍କୁ।ଭକ୍ତ କବି ଜଗନ୍ନାଥ ଦାସ ମଧ୍ୟ ଭାଗବତ ରେ ଖାଦ୍ୟ ଚିନ୍ତା ର ଅପ୍ରତିଭାବ ବ୍ୟକ୍ତ କରି ଲେଖିଛନ୍ତି,” ଅନ୍ନ ବିହୁନେ ହଂସ ହନି ଯୋଗ ସଧିବି କାହା ଘେନି?”ବାସ୍ତବିକ ଖଦ୍ୟଭବ ମଣିଷ ପକ୍ଷରେ ଏକ ବିରାଟ ସମସ୍ୟା ହୋଇ ଦେଖଦେଇ ଆସିଛି ଯୁଗେ ଯୁଗେ। ଖାଦ୍ୟ ପାଇଁ ମଣିଷ ଚୋରି ,ଡକାୟତ ଏପରିକି ବେଶ୍ୟା ବୃତ୍ତି ବି କରିଥାଏ।ଖଦ୍ୟାଭାବ୍ ହେଲେ ମଣିଷ ହରାଇ ବସିଥାଏ ତାର ହିତାହିତ୍ ଜ୍ଞାନ ,ବୁଦ୍ଧି।ସେ ହୋଇପଦେ ନ୍ରୁସନ୍ସ୍ । କବିଙ୍କ୍ ଭାଷାରେ “ବୁଭୁଖିତ୍ କିମ୍ ନ କରୋତି ପାପ୍ ମ୍” । ସବୁ ସମସ୍ୟା ମଧ୍ୟରେ ଖାଦ୍ୟ ସମସ୍ୟା ଉତ୍କତ୍।ଖ୍ୟୁଦା ମେଣ୍ଟ ଆଇବା ଚ୍ଚିନ୍ତା ରେ ବ୍ୟସ୍ତ ରହି ବିକାଶ କଥା ଚିନ୍ତା କରିପାରି ନ୍ ଥାଏ।
ଯେଉଁ ଦେଶର ଖାଦ୍ୟ ସମସ୍ୟା ନ୍ ଥାଏ,,ସେଇ ଦେଶର ଉନ୍ନତି ଅନିବର୍ଜ୍ୟ।ଆମେରିକା,ରୁଷିଆ ଓ ଜାପାନ ଭଳି ଦେଶ ବିକାଶ କ୍ଷେତ୍ରରେ ବିଶ୍ୱରେ ସବୁଠାରୁ ଆଗରେ।ଭାରତ ରେ ଅନ୍ୟାନ୍ୟ ସମସ୍ୟା ସହିତ ସର୍ବଦା ଲାଗି ରହିଛି,ଖାଦ୍ୟ ସମସ୍ୟା।ଏ ସମସ୍ୟା ଭାରତ କୁ କରିଦେଉଛି ଦୁର୍ବଳ ଏବଂ ତାର ପ୍ରଗତି ରେ ଆଣୁଚି ବାଧକ।ଭାରତ ରେ ନୂଆ ନୁହଁ।ଯୁଗେ ଯୁଗେ ଏହା ରହି ଅସିଚି।ଯେତେବେଳେ ଏହା ଉତ୍କତ୍ ଆକାର ଧାରଣ କରୁଛି,ଦେଖା ଦେଉଚି,ଦୁର୍ଭିଖ୍ୟ। ବ୍ରିଟିଶ ସମୟରେ ସ୍ଵର୍ଥ୍ ପରଟା ଓ ଉଦସିନତା ହେତୁ ସେଇ ଦିନଥାରୁ ଖାଦ୍ୟ ସମସ୍ୟା ଲାଗି ରହିଚି।
ଲୋକ ସଂଖ୍ୟା ବୃଦ୍ଧି ହେଉଥିଲେବି ଖାଦ୍ୟ ଯୋଗାଇବା ପାଇଁ ସେଭଳି ସୁ-ବ୍ୟବସ୍ଥା ହେଉନାହିଁ।ସବୁ କ୍ଷେତ୍ରରେ ଅତ୍ୟଧୁନିକ୍ ବୈଜ୍ଞାନିକ ପ୍ରଣାଳୀ ରେ କୃଷି କରାଜାଉ ନାହିଁ।ତେଣୁ ଆଶା ତିତ୍ ଫସଲ ଉତ୍ପାଦିତ୍ ହେଉନାହିଁ।ବନ୍ୟା,ବାତ୍ୟା,ମରୁଡି ଚିର ସହଚର୍ ହୋଇଥିବା ହେତୁ ଖାଦ୍ୟ ସମସ୍ୟା ଆହୁରି ଉକ୍ତତ୍ ଆକାର ଧାରଣ କରୁଛି।ଜଦ୍ଵରା ଆର୍ଥିକ ମନ ଦଣ୍ଡ ଦୁର୍ବଳ।କୃଷକ ଭାଇ ସଂଚୟ ରୁ ବଂଚିତ।ଫଳରେ ପ୍ରକୁତିକ୍ ଦୁର୍ବିପକ୍ ର ମୁକାବିଲା କରିପାରି ନ୍ ଥାଏ।ଭାରତ ର ପ୍ରଧାନ ଖାଦ୍ୟ ହେଉଛି,ଭାତ ଓ ରୁଟି।ଖାଦ୍ୟ ସମସ୍ୟା କୁ ଲାଘବ୍ କରିବା ନିମନ୍ତେ ଖଦ୍ୟରେ ପରିବର୍ତନ କରିବା ଜଣା ନାହିଁ ଆମ ଲୋକଙ୍କୁ।ଖାଦ୍ୟ ସମସ୍ୟା ର ସମାଧାନ ପାଇଁ ଯୋଜନା ବଦ୍ଧ୍ ଭାବେ ନିୟମ ପ୍ରନୟନ୍ କରିବା ଉଚିତ।କୃଷି ବିଭାଗ କୁଏ ଦିଗରେ ପ୍ରଜତ୍ନସିଲ ହୋଇ ସସ୍ୟର ବିକାଶ ପାଇଁ ଆବଶ୍ୟକ କର୍ୟପନ୍ଥା ଗ୍ରହଣ କରିବାକୁ ପଡିବ।ଜଳ ସେଚନ୍ ର ସୁବିଧା ନିଶ୍ଚିତ କରିବାକୁ ହେବ।ଉଠା ଜଲସେଚନ୍ ର ବି ସୁଭିଧା କରିବାକୁ ହେବ।ଭୁ-ସସ୍କ୍ନାର୍ ,କୃଷି ଋଣ ର ବ୍ୟାପକ ବ୍ୟବସ୍ଥା ରହିବା ଆବଶ୍ୟକ।ସମସ୍ତେ ଯେପରି ଅତ୍ୟଧୁନିକ୍ କୃଷି ଯନ୍ତ୍ର ପତ୍ତି ସହ ଜ୍ଞାନ କୌଷଲ୍ ପ୍ରୟୋଗ କରିବେ,ସେଥି ପ୍ରତି ଧ୍ୟାନ ଦେବାକୁ ହେବ।ଏ କ୍ଷେତ୍ର ରେ କୃଷି ବିଶ୍ୱ ବିଦ୍ୟାଳୟ ଓ ଗବେଷନା କେନ୍ଦ୍ର ର ଯଥେଷ୍ଟ ଭୂମିକା ରହିଚି।ଯେତେ ଫସଲ ଅଧିକ ଉପ୍ତାଦନ୍ କଲେ ବି ଜନସଂଖ୍ୟା ନିୟନ୍ତ୍ରଣ ନ୍ କଲେ ଖାଦ୍ୟ ସମସ୍ୟା ର ସମାଧାନ ହୋଇ ପାରିବନାହିଁ।