Odisha news

ପ୍ରତିଦିନ ସକାଳୁ ସେବନ କରନ୍ତୁ ମାତ୍ର ଗୋଟିଏ କପ ତୁଳସୀ ଚା, ଏବଂ ପାଆନ୍ତୁ ଏହାର ଚମତ୍କାର ଫାଇଦା

0

ଯଦି ଶରୀରରେ ବ୍ୟାଡ଼ କୋଲେଷ୍ଟ୍ରଲ ମାତ୍ରା ବୃଦ୍ଧି ହୋଇଥାଏ, ତେବେ ଏହାକୁ ହାଇ କୋଲେଷ୍ଟ୍ରଲ କୁହାଯାଇ ଥାଏ l ହାଇ କୋଲେଷ୍ଟ୍ରଲ କୁ ଅଣଦେଖା କରିବା ଜୀବନ ପ୍ରତି ବିପଦ ପୁର୍ଣ ହୋଇପାରେ l କୋଲେଷ୍ଟ୍ରଲ ହାଇ ହେବା ଦ୍ୱାରା ହାର୍ଟ ଆଟାକ ହେବାର ଅଧିକ ସମ୍ଭାବନା ରହିଥାଏ l ତାହା ହେଉଛି ତୁଳସୀ ଚା, ତୁଳସୀ ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୁର ହୋଇଥାଏ l

– ପ୍ରତିଦିନ ତୁଳସୀ ରେ ପ୍ରସ୍ତୁତ ଚା ମାତ୍ର ଗୋଟିଏ କପ ସେବନ କରନ୍ତୁ l ଏହା ଆମ ଶରୀରରେ ବର୍ଦ୍ଧିତ କୋଲେଷ୍ଟ୍ରଲ କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l

– ଆଣ୍ଟିଅକ୍ସିଡାଣ୍ଟ ରେ ଭରପୁର ରେ ତୁଳସୀ ଶରୀର କୁ ଫ୍ରୀ ରେଡ଼ିକୁଲସ ରୁ ରକ୍ଷା କରିଥାଏ, ଏହି ଆଣ୍ଟିଅକ୍ସିଡାଣ୍ଟ ଏଲ ଦି ଏଲ କୋଲେଷ୍ଟ୍ରଲ ସ୍ତର କୁ ହ୍ରାସ କରିଥାଏ l

– ତୁଳସୀ ଲିଭର କୁ ମଧ୍ୟ ସୁସ୍ଥ ରଖିଥାଏ, ହେଲଦି ଲିଭର ଶରୀର ର କୋଲେଷ୍ଟ୍ରଲ ସ୍ତର କୁ ମଧ୍ୟ ହ୍ରାସ କରିବାରେ ମୁଖ୍ୟତଃ ଭାବରେ ସାହାଯ୍ୟ କରିଥାଏ l

– ତୁଳସୀ ଆମ ଧମନୀ ଗୁଡିକୁ ସଫା ରଖିବା ସହିତ ଶରୀର କୁ ଫୁଲିବାରୁ ରକ୍ଷା କରିଥାଏ l ଏବଂ ହାଡ଼ କୁ ମଧ୍ୟ ଫୁଲିବାରୁ ରକ୍ଷା କରିଥାଏ l

– ତୁଳସୀ ଚା ପିଇବା ଦ୍ୱାରା ଲିପିଡ଼ ପ୍ରୋଫାଇଲ୍ ରେ ସୁଧାର ଆଣିଥାଏ, ଏବଂ ମଧୁମେହ ସମସ୍ୟା ପାଇଁ ମଧ୍ୟ ଖୁବ ଉପକାରୀ ଅଟେ l

– ତୁଳସୀ ରେ ପ୍ରସ୍ତୁତ ଚା ସେବନ କରିବା ଦ୍ୱାରା ଉଚ୍ଚ ରକ୍ତଚାପ ମଧ୍ୟ ସନ୍ତୁଳନ ହୋଇଥାଏ, ଏବଂ ହାର୍ଟ କୁ ସୁରକ୍ଷା ମିଳିଥାଏ l

Leave A Reply