ମେଷ: ବନ୍ଧୁଙ୍କ ଠାରୁ ସାହାଯ୍ୟ-ସହଯୋଗ ପାଇବେ। ଅଫିସ କାମ ସ˚ପୂର୍ଣ୍ଣ ହେବ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ପରିବାରରେ ଖୁସି।
ବୃଷ: ପୂଜା-ପାଠରେ ସମୟ ବିତିବ। ମନରେ ସକରାତ୍ମକ ବିଚାର। ବ୍ୟାବସାୟିକ ଉଦ୍ୟୋଗକୁ ବଢ଼ାଇବା ଲାଗି ବନ୍ଧୁଙ୍କ ଠାରୁ ସାହାଯ୍ୟ ପାଇବେ।
ମିଥୁନ: ଧୢାନ ଓ ଯୋଗାସନରେ ମନୋନିବେଶ। ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।
କର୍କଟ: ନିତିଦିନିଆ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇପାରେ। ଜୀବନସାଥୀଙ୍କ ସହିତ କୌଣସି ବିଶେଷ ବିଷୟରେ ଅଧିକ ସମୟ କଥାବାର୍ତ୍ତା ହେବେ।
ସି˚ହ: ନିଜ କାମରେ ମନଦିଅନ୍ତୁ। ଲକ୍ଷ୍ୟସ୍ଥଳରେ ପହଞ୍ଚିବାେର କୌଣସି ଅସୁବିଧା ହେବନହିଁ। ବ୍ୟବସାୟରେ ଲାଭ।
କନ୍ୟା: ଗୁରୁଙ୍କ ଆଶୀର୍ବାଦ ନିଅନ୍ତୁ, ଦିନଟି ଭଲରେ କଟିବ। ବ୍ୟବସାୟରେ ସହଯୋଗ ମିଳିବ। ଦାଂପତ୍ୟ ଜୀବନରେ ମଧୁରତା ବଢ଼ିବ।
ତୁଳା: ମଧୁର ବ୍ୟବହାରରେ ଅନ୍ୟମାନଙ୍କୁ ପ୍ରଭାବିତ କରିବେ। ବଡ଼ କାମରେ ସଫଳତା। ସନ୍ତାନ ଠାରୁ ଖୁସି ମିଳିବ।
ବିଛା: ମନରେ ଭଲ ଭାବନା ଉଦ୍ରେକ ହେବ। ଅଫିସରେ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ପାଇବେ। ରାଜନୀତିରେ ଥିବା ବ୍ୟକ୍ତି ଦୂର ସ୍ଥାନକୁ ଯାଇପାରନ୍ତି।
ଧନୁ: ନୂଆ ଲୋକଙ୍କ ସହିତ ସାକ୍ଷାତ୍-ଆଲୋଚନା ହେବ। କର୍ମଜୀବୀଙ୍କ ସମସ୍ୟା ସମାଧାନ ହେବ। ଦାଂପତ୍ୟ ଜୀବନ ଖୁସିରେ କଟିବ।
ମକର: ମନରେ ସକରାତ୍ମକ ଭାବନା ଆସିବ। ମିଠା କଥା କହି ସମସ୍ତଙ୍କ ହୃଦୟ ଜିଣିବେ। ଆପଣଙ୍କ କାମରେ ଅନ୍ୟର ସହଯୋଗ ପାଇବେ।
କୁମ୍ଭ: ବ୍ୟର୍ଥ ଚିନ୍ତାରୁ ମୁକ୍ତି। ଅନୁଭବୀଙ୍କ ମତ ଆପଣଙ୍କ ଲାଗି ଉତ୍ତମ ସାବ୍ୟସ୍ତ ହେବ। କବିମାନେ ନୂଆ କବିତା ରଚନା କରିବେ। ପରିବାରରେ ମଧୁରତା ବଢ଼ିବ।
ମୀନ: ଆଗକୁ ବଢ଼ିବା ଲାଗି ନୂଆ ଯୋଜନା କରିବେ। ଦୀର୍ଘଦିନ ଧରି ଅଟକିଥିବା ଅର୍ଥ ଫେରିପାଇବେ। ପରିବାରରେ ଖୁସି।