ତେଲକୋଇ -କାଞ୍ଜିପାଣି ଥାନା ଅନ୍ତର୍ଗତ 49 ଜାତୀୟ ରାଜପଥ ରେ ନିପ୍ପୋ ଛକାଠରେ ଦୁଇ ଟ୍ରକ ମୁହାଁ ମୁହିଁ ହୋଇଛନ୍ତି l ଘଟନlସ୍ଥଳରେ ଉଭୟ ଗାଡିର ଡ୍ରାଇଭର ଗୁରୁତ୍ତର ହୋଇଥିବା ଜଣାପଡିଛି l ଗୁରୁତ୍ତର ଙ୍କୁ 108 ଯୋଗେ ଜିଲ୍ଲା ସ୍ୱାସ୍ଥ କେନ୍ଦ୍ର କୁ ପଠାଯାଇଛି l ଡ୍ରାଇଭର ଙ୍କ ପରିଚୟ ମିଳି ନଥିବାବେଳେ ଘଟଣା ସ୍ଥଳ ରେ କାଞ୍ଜିପାଣି ପୋଲିସ ପହଂଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି l