Odisha news

ତେଜସ୍ୱୀଙ୍କୁ ଲିଡ୍‌ ରୋଲ୍‌ ଅଫର୍‌

0

ଷ୍ଟଣ୍ଟ୍‌ ରିୟଲିଟି ଶୋ’ ଖତରେæô କେ ଖିଲାଡି ୧୦ରେ କଣ୍ଟେଷ୍ଟାଣ୍ଟ୍‌କୁ ନିଜ ଚୁଲବୁଲି ଅନ୍ଦାଜରେ ଏଣ୍ଟରଟେନ୍‌ କରାଉଥିବା ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ଏବେ ଷ୍ଟାର୍‌ ହେବାକୁ ଯାଉଛନ୍ତି । ତାଙ୍କୁ ରୋହି ସେଟ୍ଟୀଙ୍କ ଫିଲ୍ମରେ କାମ କରିବାର ସୁଯୋଗ
ମିଳିଛି । ତେଜସ୍ୱୀ ଇନ୍‌ଷ୍ଟାରେ ଏହି ଖୁସି ଖବର ସେୟାର କରି ଲେଖିଛନ୍ତି, ମୁଁ ଗର୍ବିତ ଓ ଭାଗ୍ୟଶାଳୀ ଯେ ରୋହିତ ସେଟ୍ଟୀ ସାର୍‌ ମୋର ମେଣ୍ଟର୍‌ । ରୋହିତ ସେଟ୍ଟୀଙ୍କ ପ୍ରଥମ ମରାଠି ଫିଲ୍ମରେ ଲିଡ୍‌ ଆକ୍‌ଟ୍ରେସ୍‌ ରୋଲ୍‌ ମିଳିବା ପରେ ଏହି ଅନୁଭବ ଭଲ ଥିଲା । ସ୍କୁଲ, କଲେଜ ଅନି ଲାଇଫ୍‌ ଫିଲ୍ମକୁ ରୋହିତ ସେଟ୍ଟୀ ପ୍ରଡୁ୍ୟସ୍‌ କରୁଛନ୍ତି । ଏହି ପୋଷ୍ଟ୍‌ ସହିତ ସେ ମୁଭିର ଏକ ସିନ୍‌ର ଫଟୋ ସେୟାର କରିଛନ୍ତି ଯେଉଁଥିରେ କୋ-ଷ୍ଟାର୍‌ଙ୍କ ହାତ ଧରିଥିବା ନଜର ଆସିଛନ୍ତି । ତେଜସ୍ୱୀ ଟିଭିର ବଡ଼ ଷ୍ଟାର୍‌ । ସେ ସଂସ୍କାର, ସ୍ୱରାଗିଣୀ, ପହେରଦାର ପିୟା କି, ରିସ୍ତା ଲିଖେଙ୍ଗେ ହମ୍‌ ନୟା, ସିଲସିଲା ବଦଲତେ ରିସ୍ତେæô ଭଳି ଶୋ’ରେ କାମ କରିସାରିଛନ୍ତି ।

 

Leave A Reply