ଖରିଫ ଚାଷ ନିମନ୍ତେ ସାର ଓ ବିହନ ତୁରନ୍ତ ଯୋଗାଣ ଉପରେ ସମବାୟ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଗୁରୁତ୍ୱାରୋପ
ଭୁବନେଶ୍ୱର : ୦୭ ମଇ,୨୦୨୦: ରାଜ୍ୟରେ ଖରିଫ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି । କରୋନା ଭୂତାଣୁ (କୋଭିଡ୍-୧୯) ସଂକ୍ରମଣ ଯୋଗୁଁ ଦେଶ ସମେତ ସାରା ରାଜ୍ୟରେ ଲକଡାଉନ ବଳବତ୍ତର ରହିଥିବା ବେଳେ ରାଜ୍ୟ ସରକାର କୃଷି କାର୍ଯ୍ୟକୁ…
Read More...
Read More...