ଭାରତୀୟ ରେଲୱେ ଚୀନ୍ କମ୍ପାନୀ ସହ ଚୁକ୍ତି ବାତିଲ କଲା
ନୂଆଦିଲ୍ଲୀ: ଲଦାଖର ଗଲୱାନ୍ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ଭାରତରେ ଏବେ ଚୀନ୍ ବିରୋଧୀ ସ୍ୱର ତେଜିବାରେ ଲାଗିଛି। ଏପରିକି କେନ୍ଦ୍ର ସରକାର ମଧ୍ୟ ଚୀନ ବିରୋଧରେ ଏବେଠାରୁ ବୟକଟ୍…
Read More...
Read More...