ରାଜ୍ୟ ପାଞ୍ଚଫଡା ଆମ୍ବ ଆଉ ବୋଉ Jun 21, 2020 0 ଦେବେନ୍ଦ୍ର କର : ଆମ୍ବ ବୋଉର ଭାରି ପ୍ରିୟ। ଖଣ୍ଡିଏ ଆମ୍ବରେ ବୋଉର ପୁରା ଭାତ ଥାଳି ଉଠିଯାଏ। ବୋଉ ଯେଉଁ ସବୁ ଆମ୍ବ ମାନଙ୍କ ନା କୁହେ ଆମେ ସେସବୁ ଆଜି ପର୍ଯ୍ୟନ୍ତ ନା ଦେଖି ପାରିଲୁ ନା ଚିହିଁ ପାରିଲୁ। ଆମ ଛୋଟ ବେଳେ ବାପା… Read More...