ବୋରିଗୁମ୍ମା : ଲକ ଡାଉନ ସମୟରେ ବାଇକ ଚାଳକ ଙ୍କ ନିୟମ ଉଲଂଘନ। ୪୮ ଗୋଟି ବାଇକ ଜବତ
ବୋରିଗୁମ୍ମା (ସ.ବ୍ୟୁ,)- ସାରା ଦେଶରେ ଲକ ଡାଉନ ଚାଲିଥିବା ବେଳେ ପୋଲିସ ୨୪ ଘଣ୍ଟିଆ ପେଟ୍ରୋଲିଂ କରୁଛି। ତଥାପି କିଛି ଲୋକ ନିୟମ ଉଲଂଘନ କରିଚାଲିଛନ୍ତି। ଶୁକ୍ରବାର ସକାଳେ ବିନା କାରଣରେ ବାଇକ ଚାଳକ ଯାତାୟାତ କରୁଛନ୍ତି।…
Read More...
Read More...