ବେତନଟୀ : ମିଠା ଦୋକାନକୁ ସିଲ କଲେ ବଡସାହି ତହସିଲଦାର , ଯାଞ୍ଚ ବେଳେ ଦୋକାନରେ ଥିଲେ ପଶ୍ଚିମବଙ୍ଗ କାରିଗର
ବେତନଟୀ : ଆଜି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀରେ ଥିବା ପ୍ରତିମା କୋଲକତା ସୁଇଟସକୁ ବଡସାହି ତହସିଲଦାର ତଥା ବଡସାହି ଇଭେଣ୍ଟ କମାଣ୍ଡର ମମତାଜ ମହାରଣା ସିଲ କରିଛନ୍ତି । ଜିଲ୍ଲା ପ୍ରଶାସନ ଓ ବାରିପଦା…
Read More...
Read More...