ବିରୁପା ନଦୀର ନାଳିକୂଳ ଘାଟରେ ଡ଼ଙ୍ଗା ବୁଡ଼ି ଯିବାରୁ ଜଣେ ମୃତ
ସାଲେପୁର : ସାଲେପୁର ବ୍ଲକ୍ ନରଦା ପଂଚାୟତ ହରିପୁର ଗ୍ରାମ ନିକଟରେ ପ୍ରବାହିତ ବିରୁପା ନଦୀର ନାଳିକୂଳ ଘାଟରେ ଏକ ଡ଼ଙ୍ଗା ବିଡ଼ି ଯିବାରୁ ଜଣେ ଯୁବକର ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ ସାଲେପୁର ଥାନା ଅଧିନ ଏହି ବେଆଇନ୍ ଘାଟରେ…
Read More...
Read More...