ଖୋର୍ଦ୍ଧା : ନିଶାବେପାରୀଙ୍କ ଲାଗି ପୁଷମାସ ପାଲଟିଛି ଲକଡାଉନ୍; ଦୁଇଦିନରେ ୫ ମଦବେପାରୀ ଗିରଫ, ଅଟୋ, ବାଇକ ଜବତ
ଖୋର୍ଦ୍ଧା : ସମଗ୍ର ଦେଶରେ କରୋନା ସଂକ୍ରମଣ ଯୋୁଗଁ ଲକଡାଉନ ହୋଇଥିବାବେଳେ ଏହାର ବେଶ ଫାଇଦା ଉଠାଉଛନ୍ତି କିଛି ନିଶା ବେପାରୀ । ପୁଲିସ ଲକଡାଉନ ପାଇଁ ବ୍ୟସ୍ତ ରହିଥିବାବେଳେ କେବଳ ଅବକାରୀ ବିଭାଗ ଏହି ମଦ ବେପାରୀ ବା…
Read More...
Read More...