ଫୁଲବାଣୀ : କନ୍ଧମାଳରେ ପୁଣି ୧୭ କରୋନା ପଜିଟିଭ ଚିହ୍ନଟ , ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬ ଛୁଇଁଲା
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଆଜି ପୁଣି ୧୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛି । ଆଜିର ଚିହ୍ନଟଙ୍କୁ ମିଶାଇ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୭୬ରେ ପଂହଚିଛି । ତେବେ, ବର୍ତମାନ ସୁଦ୍ଧା ଜିଲ୍ଲାରେ ୧୪୫ ଜଣ କରୋନା…
Read More...
Read More...