ଓଲଟପୁର ଥାନାକୁ ବଡ଼ ସଫଳତା; ପେଟ୍ରୋଲ ପମ୍ପ ଡକାୟତି ଯୋଜନା ପଣ୍ଡ; ୭ଅପରାଧି ଗିରଫ; ବନ୍ଧୁକ ଓ ମାରଣାସ୍ତ୍ର ଜବତ
କଣ୍ଟାପଡ଼ା : କଟକ ଜିଲା ସଦର ଉପଖଣ୍ଡ ଅଧିନସ୍ଥ ଓଲଟପୁର ଥାନାକୁ ଏକ ବଡ଼ ସଫଳତା ମିଳିଛି । ପେଟ୍ରୋଲ ପମ୍ପ ଡକାୟତି କରିବାକୁ ଯୋଜନା କରୁଥିବା ଏକ ୮ଜଣିଆ ଆନ୍ତ ଜିଲା ଡକାୟତ ଦଳକୁ କାବୁ କରିବା ସହିତ ସେମାନଙ୍କଠାରୁ ବନ୍ଧୁକ ଓ…
Read More...
Read More...