Odisha news

ଆୟୁର୍ବେଦ ଅନୁସାରେ ପୁରୁଷ ମାନଙ୍କ ପାଇଁ ରାମବାଣ ଅଟେ ଶିଳାଜିତ

0

ଶିଳାଜିତ ଗୋଟିଏ ଆୟୁର୍ବେଦ ଜଡିବୁଟି ଅଟେ l  ଯାହାକୁ ବ୍ୟବହାର କରିବା ଦ୍ୱାରା ପୁରୁଷ ମାନେ ଅନେକ ପ୍ରକାର ସମସ୍ୟା ଠାରୁ ଦୂରେଇ ରହି ଥାଆନ୍ତି l ଏହା ପୁରୁଷ ମାନଙ୍କ ଠାରେ ପୌରୁଷତ୍ଵ ବଜାୟ ରହିଥାଏ l ଆଗକାଳରେ ଏଭଳି କେମିକାଲ ଔଷଧ ନଥିଲା , ତେଣୁ ଲୋକମାନେ ବିଭିନ୍ନ ପ୍ରକାରର ଜଡିବୁଟି ଦ୍ୱାରା ନିଜକୁ ନିରୋଗୀ ଓ ସୁସ୍ଥ ରଖୁଥିଲେ l ତେଣୁ ଗବେଷଣା କହୁଛି ଯେ ପୂର୍ବ କାଳରେ ଆୟୁର୍ବେଦ ଚିକିତ୍ସା ଦ୍ୱାରା ମଣିଷ ଅଧିକ ନିରୋଗୀ ରଖିଥାଏ l

– ଶିଳାଜିତ ପୁରୁଷ ମାନଙ୍କ ର ଇନଫର୍ଟିଲିଟି ସମସ୍ୟା ଦୂର କରିଥାଏ l ଏହାଛଡା ପୁରୁଷ ମାନଙ୍କର ସ୍ପର୍ମ କାଉଣ୍ଟ ବୃଦ୍ଧି କରିଥାଏ l ତେଣୁ ନିୟମିତ ରାତିରେ ଦୁଗ୍ଧ ସହିତ ଶିଳାଜିତ ସେବନ କରିବା ଦ୍ୱାରା ଭଲ ଲାଭ ମିଳିଥାଏ l

– ଶିଳାଜିତ ପୁରୁଷ ମାନଙ୍କର ହାର୍ଟ ହେଲଥ କୁ ଠିକ କରିଥାଏ ଓ ହାର୍ଟ କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l

– ଶିଳାଜିତ  ସେବନ ଦ୍ୱାରା ପୁରୁଷ ମାନଙ୍କର ହର୍ମୋନ ଟେସ୍ଟୋଷ୍ଟେରୋନ ର ସ୍ତରରେ ବୃଦ୍ଧି ହୋଇଥାଏ l

– ନିୟମିତ ଭାବରେ ଶିଳାଜିତ ସେବନ କରିବା ଦ୍ୱାରା ପୁରୁଷ ମାନଙ୍କର ମାଂସପେଶୀ ଶକ୍ତ ହୋଇଥାଏ ଓ ଉନ୍ନତ ଭାବରେ ଶକ୍ତ ହୋଇଥାଏ l

– ଶାରୀରିକ କ୍ଷମତା ବୃଦ୍ଧି କରିବାରେ ଶିଳାଜିତ ଖୁବ ଲାଭ ଦାୟକ, ହାଡ଼ କୁ ଶକ୍ତ କରିବା ସହିତ ଟିସୁ ମଧ୍ୟ ବିକଶିତ ହୋଇଥାଏ l

Leave A Reply