Odisha news

ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଦେଲେ ୧କୋଟି ଟଙ୍କା ମୟୂରଭଞ୍ଜରେ କରୋନା ମୁକାବିଲା ପାଇଁ

0

ବାରିପଦା: ମୟୂରଭଞ୍ଜରେ କରୋନା ମୁକାବିଲା ନିମନ୍ତେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ନିଜ ସାଂସଦ ପାଣ୍ଠିରୁ ୧କୋଟି ଟଙ୍କା ପ୍ରଦାନ କରିଛନ୍ତି। ଜିଲ୍ଲାପାଳଙ୍କ ସହିତ ଟେଲିଫୋନ୍ ଜରିଆରେ ଆଲୋଚନା କରି ସେ ଏହି ଅର୍ଥ ପ୍ରଦାନ କରିଥିବା ଟୁଇଟ୍ କରି ସୂଚନା ଦେଇଛନ୍ତି।

Dr. Sasmit Patra I ଡ଼ଃ ସସ୍ମିତ ପାତ୍ର

@sasmitpatra

Sasmit Patra Donates 3 months’ salary to CMRF, Provides Rs 1 Cr from MPLAD @PragativadiNews https://pragativadi.com/sasmit-patra-donates-3-months-salary-to-cmrf-provides-rs-1-cr-from-mplad/ 

Sasmit Patra Donates 3 months’ salary to CMRF, Provides Rs 1 Cr from MPLAD – Pragativadi: Leading…

BJD MP Dr. Sasmit Patra today donated his three months’ salary to the CMRF and also provided Rs 1 Crore from the MPLAD Fund towards fighting Coronavirus.

pragativadi.com

See Dr. Sasmit Patra I ଡ଼ଃ ସସ୍ମିତ ପାତ୍ର’s other Tweets
ମୟୂରଭଞ୍ଜକୁ ନିଜର ନୋଡାଲ୍ ଜିଲ୍ଲାଭାବେ ଗ୍ରହଣ କରିଥିବା ସସ୍ମିତ ତାଙ୍କ ସାଂସଦ ପାଣ୍ଠିରୁ ଦେଇଥିବା ଅର୍ଥ ଜିଲ୍ଲାରେ କରୋନା ମୁକାବିଲାରେ ଖର୍ଚ୍ଚ ହେବାନେଇ କହିଛନ୍ତି। ମୟୂରଭଞ୍ଜ ଏକ ଆଦିବାସୀବହୁଳ ଜିଲ୍ଲା ହୋଇଥିବା ବେଳେ ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ସହିତ ମଧ୍ୟ ଏହା ସଂଯୁକ୍ତ। ତେଣୁ ଏହି ଜିଲ୍ଲାରେ ସେ ଦେଇଥିବା ଅର୍ଥ ଜରୁରୀ ବୋଲି ଟୁଇଟ୍ କରି କହିଛନ୍ତି।
Leave A Reply