ସେ ଯେଉଁ ବ୍ୟକ୍ତିଙ୍କ ବିଷୟରେ କହିଛନ୍ତି ସେ ତାଙ୍କର ସମ୍ପର୍କ ରେ ମାମୁଁ ହେବେ l ତାଙ୍କର ଏହି ମନ୍ତବ୍ୟ ସେ କଫି ଉଇଥ କରଣ କାର୍ଯ୍ୟକ୍ରମ ରେ ଦେଇଥିଲେ l ଏହି ଶୋ ଟି କୁ କରଣ ଜୋହର ପରିଚାଳିତ କରୁଛନ୍ତି l ସେ ଏହି ଶୋରେ କହିଥିଲେ ଯେ ସେ ଏମିତି ଜଣେ ବ୍ୟକ୍ତିଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଯାହାକୁ ସେ ଖୁବ ଭଲ ପାଆନ୍ତି l ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ସମ୍ପର୍କ ରେ ସାରା ଙ୍କ ମାମୁଁ l ସେ ଏହି ଶୋରେ କହିଛନ୍ତି ଯେ ରଣବୀର କାପୁର ଙ୍କୁ ଖୁବ ପସନ୍ଦ କରନ୍ତି ତାଙ୍କୁ ବିବାହ କରିବାକୁ ଚାହାନ୍ତି l ରଣବୀର କପୁର ଆଉ କେହି ନୁହନ୍ତି ସାରାଙ୍କ ଦ୍ଵିତୀୟ ମା କରିନାଙ୍କ ଭାଇ l ଏହି କାରଣରୁ କୁହାଯାଉଛି ଯେ ସାରା ଅଲି ଖାଁ ନିଜ ମାମୁଁଙ୍କ ସହିତ ବିବାହ କରିବାକୁ ଚାହୁଁଛନ୍ତି l
ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ଙ୍କୁ ବା କିଏ ନଜାଣେ l ଏହି ଚୁଲବୁଲି ନାୟିକା ଜଣଙ୍କ ନିଜ କ୍ୟାରିଅର ରେ ଖୁବ ସଫଳତା ହାସଲ କରିଛନ୍ତି l ବର୍ତମାନ ସେ ବଲିଉଡ ର ଜଣେ ସଫଳ ଅଭିନେତ୍ରୀ ଭାବରେ ଜଣାଶୁଣା l ତାଙ୍କର ନିଖୁଣ ଅଭିନୟ ଦ୍ୱାରା ସେ ଦର୍ଶକ ମାନଙ୍କର ମନକୁ ଜିତି ପାରି ଛନ୍ତି l ଆଜିକାଲି ସେ ନିଜର ଗୋଟିଏ ବୟାନ କୁ ନେଇ ଚର୍ଚାରେ ରହିଛନ୍ତି l ନିକଟରେ ତାଙ୍କର ଗୋଟିଏ ଭିଡିଓ ସାମ୍ନାକୁ ଆସିଛି , ଯେଉଁଥିରେ ସେ ସେହି ପୁରୁଷ ବିଷୟରେ କହିଛନ୍ତି ଯାହାକୁ ସେ ବିବାହ କରିବାକୁ ଚାହୁଁଛନ୍ତି l