ସେ ଯେଉଁ ବ୍ୟକ୍ତିଙ୍କ ବିଷୟରେ କହିଛନ୍ତି ସେ ତାଙ୍କର ସମ୍ପର୍କ ରେ ମାମୁଁ ହେବେ l ତାଙ୍କର ଏହି ମନ୍ତବ୍ୟ ସେ କଫି ଉଇଥ କରଣ କାର୍ଯ୍ୟକ୍ରମ ରେ ଦେଇଥିଲେ l ଏହି ଶୋ ଟି କୁ କରଣ ଜୋହର ପରିଚାଳିତ କରୁଛନ୍ତି l ସେ ଏହି ଶୋରେ କହିଥିଲେ ଯେ ସେ ଏମିତି ଜଣେ ବ୍ୟକ୍ତିଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଯାହାକୁ ସେ ଖୁବ ଭଲ ପାଆନ୍ତି l ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ସମ୍ପର୍କ ରେ ସାରା ଙ୍କ ମାମୁଁ l ସେ ଏହି ଶୋରେ କହିଛନ୍ତି ଯେ ରଣବୀର କାପୁର ଙ୍କୁ ଖୁବ ପସନ୍ଦ କରନ୍ତି ତାଙ୍କୁ ବିବାହ କରିବାକୁ ଚାହାନ୍ତି l ରଣବୀର କପୁର ଆଉ କେହି ନୁହନ୍ତି ସାରାଙ୍କ ଦ୍ଵିତୀୟ ମା କରିନାଙ୍କ ଭାଇ l ଏହି କାରଣରୁ କୁହାଯାଉଛି ଯେ ସାରା ଅଲି ଖାଁ ନିଜ ମାମୁଁଙ୍କ ସହିତ ବିବାହ କରିବାକୁ ଚାହୁଁଛନ୍ତି l
