Odisha news

କାହିଁକି ସାଧୁ ସନ୍ଥ ମାନଙ୍କ ମୃତ ଦେହକୁ ଦାହ ସଂସ୍କାର କରାଯାଏ ନାହିଁ

0

ଜୀବନ ଗୋଟିଏ ଏଭଳି ଯାତ୍ରା ଅଟେ ଯାହା ଆମ ଜନ୍ମ କୁ ନେଇ ଆରମ୍ଭ ହୋଇଥାଏ ଓ ମୃତ୍ୟୁ ସହିତ ସମାପ୍ତ ହୋଇଥାଏ l ଦୁନିଆକୁ ଯିଏ ଆସିଛି ସିଏ ଦିନେ ନା ଦିନେ ଯିବ l ସବୁ ଧର୍ମର ଲୋକଙ୍କର ଅନ୍ତିମ ସଂସ୍କାର ଅଲଗା ଅଲଗା ରୀତିନୀତି ରେ ହୋଇଥାଏ l ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଶରୀରକୁ ଦାହ କରାଯାଏ l ଅନ୍ୟ ପକ୍ଷରେ ମୁସଲମାନ ଧର୍ମରେ ଲୋକଙ୍କ ମୃତ୍ୟୁ ପରେ ପୋତା ଯାଇଥାଏ l ଏହାଛଡା ହିନ୍ଦୁ ଧର୍ମରେ ଦାହ କରିବା ଛଡା ଅନ୍ୟ ବାଟରେ ମଧ୍ୟ ଅନ୍ତିମ ସଂସ୍କାର କରାଯାଇ ଥାଏ l ତାହା ହେଉଛି ହିନ୍ଦୁ ଧର୍ମରେ ସାଧୁ ସନ୍ଥଙ୍କ ଶରୀର କୁ ପୋତା ଯାଇଥାଏ l

ସାଧୁ ସନ୍ଥ ଙ୍କୁ କାହିଁକି ଦିଆ ଯାଇଥାଏ ଭୁ ସମାଧି –

– ଆରମ୍ଭରେ ସାଧୁ ସନ୍ଥ ମାନଙ୍କୁ ୩ଟି ଉପାୟ ରେ ଅନ୍ତିମ ସଂସ୍କାର କରାଯାଇ ଥାଏ l ଏହା ମଧ୍ୟରୁ ଗୋଟିଏ ହେଉଛି ଭୁ ସମାଧି ଅଟେ l ଯେ କୌଣସି ସନ୍ଥ ସାମାନ୍ୟ ନାଗରିକ ରୁ ବହୁତ ଅଲଗା ହୋଇଥାଏ l ସେ ନିଜର ସମ୍ପୂର୍ଣ ଜୀବନ କାଳରେ ଅନେକ ତ୍ୟାଗ ଓ ତପ କରି ଥାଆନ୍ତି l

– ଅନ୍ୟ ଗୋଟିଏ କାରଣ ହେଲା ସାଧୁ ସନ୍ଥ ଙ୍କୁ ଭଗବାନ ଙ୍କ ଦୂତ ବୋଲି କୁହାଯାଇ ଥାଏ ଓ ପଦ୍ମନାଭ ମୁଦ୍ରା ରେ ବସାଇ ପୋତା ଯାଇଥାଏ l କୁହାଯାଇ ଥାଏ ଯେ ସାଧୁ ସନ୍ଥ ଙ୍କ ସମସ୍ତ ବ୍ୟବହାର୍ଯ୍ୟ ବସ୍ତୁ ମିଳିତ ଭାବରେ ସମାଧି ରେ ପୋତା ଯାଇଥାଏ l

– ସାଧାରଣ ଭାବରେ ଦେଖିବାକୁ ଗଲେ ସାଧୁ ସନ୍ଥ କୁ ଭୁ ସମାଧି ଦିଆଯାଇ ଥାଏ, କିନ୍ତୁ ବୈଷ୍ଣବ ସନ୍ଥ ଙ୍କ ଦେହ ତ୍ୟାଗ ପରେ ତାଙ୍କୁ ଦାହ କରାଯାଇ ଥାଏ l ଏହାଛଡା ଜଳ ସମାଧି ମଧ୍ୟ ଦିଆଯାଇ ଥାଏ l ସମୟ ସହିତ ଏହି ଚଳଣି କମିବାରେ ଲାଗିଛି l

Ad2
Leave A Reply