Odisha news

ଆମେରିକା ସେନା ଶିବିର ଉପରେ ୪ଟି ରକେଟ ମାଡ଼ କଲା ଇରାକ

0

ବାଗଦାଦ୍‌: ଇରାକସ୍ଥିତ ଆମେରିକା ସେନା ଶିବିର ଉପରେ ଇରାକ ଆଜି ୪ଟି ରକେଟ୍‌ ମାଡ଼ କରିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟରେ ଅଲ-ବାଲାଦସ୍ଥିତ ଆମେରିକା ସେନା ଶିବିର ଉପରକୁ ରକେଟ୍‌ ମାଡ଼ ହୋଇଥିବା କୁହାଯାଇଛି। ଏହି ଘଟଣାରେ ୪ ଜଣ ଆହତ ହୋଇଛନ୍ତି।

ANI

@ANI

Four rockets hit Iraq airbase hosting US troops, reports AFP News Agency quoting Military sources

270 people are talking about this
ଅନ୍ୟପଟରେ ଇରାକର ସରକାରୀ ଟିଭି ଚ୍ୟାନେଲ ପ୍ରେସ ଟିଭି ରିପୋର୍ଟ କରିଛି ଯେ, ଆମେରିକୀୟ ସେନା ଶିବିର ଉପରେ ଇରାକ ୭ ମୋର୍ଟାର ବୋମା ଆକ୍ରମଣ କରିଛି। ଇରାକର ଜଣେ ସୁରକ୍ଷାକର୍ମୀ କହିଛନ୍ତି, କୌଣସି ଆମେରିକୀୟ ସୈନ୍ୟଙ୍କୁ ହତ୍ୟା କରାଯିବାର ଲକ୍ଷ୍ୟ ନ ଥିଲା। ଅନ୍ୟପକ୍ଷରେ ଆକ୍ରମଣ ପୂର୍ବରୁ ଆମେରିକା ସୈନ୍ୟ ଶିବିର ଛାଡ଼ି ଦେଇଥିବା ସୂଚନା ମିଳିଛି।
Leave A Reply