୨୬/୧୧ ର ହେବ ହିସାବ , ଦିଲ୍ଲୀର ପାଲମ ଏୟାରପୋର୍ଟ ରେ ତହବୁର ରାଣା କୁ ଅବତରଣ କଲା ସ୍ପେଶାଲ ପ୍ଲେନ l ମୁମ୍ବାଇ ଆତଙ୍କୀ ଆକ୍ରମଣ ର ମାଷ୍ଟର ମାଇଣ୍ଡ ତାହବୁର ରାଣା କୁ NIA ଓ RAW ଗୋଟିଏ ସ୍ପେସିଆଲ ଫ୍ଲାଇଟ ଯୋଗେ ଆମେରିକାରୁ ଭାରତ ରେ ଆସି ପହଂଚି ଛନ୍ତି , ତାଙ୍କୁ ପ୍ରଥମେ ଦିଲ୍ଲୀ ର ତିହାର ଜେଲ ରେ ରହିବାର ବ୍ୟବସ୍ଥା କରାଯାଇଛି, ଏବଂ ପରେ ମୁମ୍ବାଇ ନିଆଯିବ , ଯେଉଁଠାରେ ଆତଙ୍କବାଦୀ ଅଜମଲ କସାଵ କୁ ରଖାଯାଇଥିଲା l ଦିଲ୍ଲୀ ଏୟାରପୋର୍ଟ ରୁ ରାଣା କୁ NIA ମୁଖ୍ୟାଳୟ କୁ ନିଆଯିବ, ଏବଂ ଏୟାରପୋର୍ଟ ରେ SWAT କମାଣ୍ଡୋ ଙ୍କ ଟିମ ଏୟାରପୋର୍ଟ ରୁ ନେଇ NIA ମୁଖ୍ୟାଳୟ କୁ ଯିବେ ଏବଂ ଏହାପରେ ତିହାର ଜେଲ ଯିବ l
ତାହାବୁର ରାଣା କୁ ଦିଲ୍ଲୀ ଅଣାଯିବା କୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି, ଦିଲ୍ଲୀ ପୋଲିସ ଙ୍କ ସୂଚନା ଅନୁସାରେ ତୃତୀୟ ବାଟାଲିୟନ ର ଗୋଟିଏ ଟିମ ମଧ୍ୟ ତାହବୁର ରାଣା ଙ୍କ ଡିୟୁଟି ରେ ରହିଥିଲା, ଥାର୍ଡ଼ ବାଟାଲିୟନ ର ଏହି ଟିମ ରେ ୧୫ ଜଣ ପୋଲିସକର୍ମୀ ଅତ୍ୟାଧୁନିକ ହତିଆର ରେ ମୁତୟନ ହୋଇଥିଲେ l ଏହି ଟିମ ରାଣା କୁ NIA ପର୍ଯ୍ୟନ୍ତ ଏକ୍ସକାର୍ତ କରିବେ l କେନ୍ଦ୍ରୀୟ ମନ୍ତ୍ରୀ ପିୟୁଷ ଗୋଏଲ ତାହବୁର ରାଣା ଙ୍କ ପ୍ରତ୍ୟର୍ପନ କୁ ନେଇ ଦିଲ୍ଲୀ ର ନିୟମ ଖୁବ କଡା କରାଯାଇଛି l
ତାହବୁର ରାଣା କୁ ବୁଲେଟ ପ୍ରୁଫ ଗାଡ଼ିରେ ପାଲମ ଏୟାରପୋର୍ଟ ରୁ NIA କାର୍ଯ୍ୟାଳୟ କୁ ନିଆଯାଇଥିଲା l ୨୬ /୧୧ ଆକ୍ରମଣ ର ଶୁଣାଣି ପାଇଁ କେଣର ସରକାର ଓକିଲ ନରେନ୍ଦ୍ର ମାନ ଙ୍କୁ ସ୍ପେସିଆଲ ପ୍ରସିକ୍ୟୁଟର ଭାବରେ ନିଯୁକ୍ତି ଦେଇଛନ୍ତି l ଭାରତ ଏହାପରେ ସମ୍ପୂର୍ଣ କାର୍ଯ୍ୟାନୁଷ୍ଠାନ କରିବ l