ଚୈତ୍ର ମାସ ର ଶୁକ୍ଳ ପକ୍ଷ ର ନବମୀ ତିଥିରେ ରାମନବମୀ ପାଳିତ ହୋଇଥାଏ, ଏହିଦିନ ଟି ଗୋଟିଏ ପୁଣ୍ୟ ଦିନ ଅଟେ l ଚଳିତ ଥର ରାମନବମୀ ରେ ଖୁବ ଦୁର୍ଲଭ ଯୋଗ ଘଟୁଛି l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି ସଂଯୋଗ କେବଳ ପ୍ରଭୁ ଶ୍ରୀରାମ ଙ୍କ ଜନ୍ମ ସମୟରେ ଘଟିଥିଲା l ଏହାର ପ୍ରଭାବ ରୁ ଶ୍ରୀରାମ ଙ୍କ ବିଶେଷ କୃପା ୩ଟି ରାଶି ଉପରେ ରହିବ l
ଶ୍ରୀରାମ ନବମୀ ରେ ଶୁଭ ସଂଯୋଗ –
* କର୍କଟ ଲଗ୍ନ – ରାମନବମୀ ରେ ଚନ୍ଦ୍ରମା କର୍କଟ ରସିଏଵ ଅବସ୍ଥିତ ରହିବେ, ଏବଂ ପ୍ରଭୁ ଶ୍ରୀରାମ ଙ୍କ ଜନ୍ମ ମଧ୍ୟ କର୍କଟ ଲଗ୍ନ ରେ ହୋଇଥିଲା l
* ସୂର୍ଯ୍ୟ ଙ୍କ ଶୁଭ ସ୍ଥିତି – ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରଭୁ ଶ୍ରୀରାମ ଙ୍କ ଜନ୍ମ ସମୟରେ ସୂର୍ଯ୍ୟ ଦଶମ ସ୍ଥାନରେ ବିରାଜମାନ କରିଥିଲେ ଓ ନିଜର ଉଚ୍ଚ ରାଶିରେ ଥିଲେ l ଚଳିତ ଥର ରାମନବମୀ ରେ ସୂର୍ଯ୍ୟ ନିଜର ଉଚ୍ଚ ରାଶିରେ ବିରାଜମାନ କରିବେ l
* ଗଜ କେଶରୀ ଯୋଗ – ଏହିଦିନ ଗଜ କେଶରୀ ଯୋଗ ର ମଧ୍ୟ ପ୍ରଭାବ ରହିବ l ଯାହା ପ୍ରଭୁ ଶ୍ରୀରାମ ଙ୍କ କୁଣ୍ଡଳୀ ରେ ମଧ୍ୟ ଥିଲା l ଏହି ସଂଯୋଗ ଘଟିବl ଦ୍ୱାରା ରାମନବମୀ ରେ ଖୁବ ଫଳଦାୟୀ l ଏହାର ଶୁଭ ପ୍ରଭାବ ମେଷ, କର୍କଟ ଓ ତୁଳା ରାଶି ର ବ୍ୟକ୍ତିଙ୍କ ପାଇଁ ରହିବ l
ରହି ୩ଟି ରାଶି ପାଇଁ ଶୁଭ ସଂଯୋଗ –
– କର୍କଟ ରାଶି – ରାମ ନବମୀ ର କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ସମୃଦ୍ଧି ଦାୟକ ହେବ l ଆଜିର ଦିନରେ ଆପଣ ମଧ୍ୟ ପ୍ରଭୁ ଶ୍ରୀରାମ ଙ୍କ ବିଶେଷ କୃପା ଲାଭ ପାଇବେ l ଚାକିରୀ କ୍ଷେତ୍ରରେ ମଧ୍ୟ ସୁଫଳ ପାଇବେ l ବ୍ୟବସାୟ କ୍ଷେତ୍ରରେ ପ୍ରତିଷ୍ଠା ମିଳିବ l ସମାଜ ରେ ପ୍ରତିଷ୍ଠା ବୃଦ୍ଧି ହେବ l ଆତ୍ମବିଶ୍ୱାସ ରେ ବୃଦ୍ଧି ହେବ, ଏହାଦ୍ୱାରା ଲକ୍ଷ ପୁରା କରିବାରେ ସାହାଯ୍ୟ ମିଳିବ l ଆୟ ର ନୂଆ ସ୍ରୋତ ଖୋଲିବ l
– ମେଷ ରାଶି – ଶ୍ରୀରାମ ଙ୍କ କୃପା ରୁ ରାମ ନବମୀ ରେ ମେଷ ରାଶି ର ବ୍ୟକ୍ତି ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବେ l ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ମଜବୁତ ହେବ l ପୂର୍ବଜ ଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହେବ l
– ତୁଳା ରାଶି – ରାମ ନବମୀ ର ପର୍ବ ଆପଣଙ୍କ ଖୁସି ପିଟାରା ଖୋଲି ଯାଇଥାଏ l ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ, ଯୋଜନା ରେ ସଫଳ ହେବ l ଅଟକି ଥିବା କାର୍ଯ୍ୟ ସୁରୁଖୁରୁ ରେ ହୋଇଯାଇ ଥାଏ l ଏବଂ ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ l