Odisha news

ଆର,ଉଦୟଗିରି ପ୍ରଶାସନ ଅଜବ ନିତି, କରୋନା ଆକ୍ରାନ୍ତ ଚିହ୍ନଟ ସାହି ଖୋଲା ପାଖସାହି ଗୁଡିକକୁ ସିଲ୍ କଲେ ପ୍ରଶାସନ ।

0
ଆର,ଉଦୟଗିରି(ସବ୍ୟୁ)- ଶନିବାର ୧୮ ତାରିଖରେ ଆର,ଉଦୟଗିରି ଗ୍ରାମରେ କରୋନା ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ନୀଦେଶ ପ୍ରକାରେ  ବ୍ଲକ ପ୍ରଶାସନ ସେମାନଙ୍କୁ ଜୀଲାର  କୋଭିଡ୍ ସ୍ବାସ୍ଥ୍ୟ କେନ୍ଦ୍ରକୁ ପାଠାଯାଇଛି । ବାରମ୍ବାର ବାରମ୍ବାର କଣ୍ଟେନମେଣ୍ଟ ଜୋନ ସାହି ସ୍ଥାନୀୟ ବ୍ୟକ୍ତି ପରେ ଚିହ୍ନଟ ପରେ ପ୍ରଶାସନ ଚିନ୍ତାର କାରଣ ହେଉଛି । ଏହା ପରେ ଜୀଲ୍ଲା ପ୍ରଶାସନ ଆର,ଉଦୟଗିରି ଗ୍ରାମର କରୋନା ଚିହ୍ନଟ ସାହିଗୁଡିକକୁ କଣ୍ଟେନମେଣ୍ଟ ଜୋନ କରିବାକୁ ନିର୍ଦେଶ ପ୍ରକାରେ ସ୍ଥାନୀୟ ୮ଟି ସ୍ଥାନକୁ କଣ୍ଟେନମେଣ୍ଟ କରାଯାଇଛି । କଣ୍ଟେନମେଣ୍ଟ ଜୋନୁ ସାହିଗୁଡିକକୁ ରାସ୍ତା ସିଲି କରାଯାଇଛି ।
ମାତ୍ର କଣ୍ଟେନମେଣ୍ଟ ଜୋନ ଘୋଷଣା ତେତୁଲି ସାହିର ଆକ୍ରାନ୍ତ ଚିହ୍ନଟ ବିଜେଡି କର୍ମୀ ସାହି ବାଉଁଶ ବାନ୍ଧି କରିବା ବଦଳରେ ଆଜିସୁଧା ସେହି ସାହିକୁ ପ୍ରଶାସନ ତରଫରୁ ସିଲି କରାଯାଇ ନାହିଁ । ତାର ପାଖ ପଡିଶା ସାହି ଗୁଡିକକୁ ରାସ୍ତା ସିଲି କରାଯାଇଛି । ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି ଯେ କରୋନା ଚିହ୍ନଟ ସାହିକୁ ସ୍ଥାନୀୟ ପ୍ରଶାସନ ସିଲି ନ କରିବାର କାରଣ କଣ ବୋଲି ଉଠୁଛି । ପାଖସାହି ଗୁଡିକକୁ ପ୍ରଶାସନ ସିଲି କରିବା ଦ୍ବାରା ସେଠାରେ ରହୁଥିବା ସାହିବାସିନ୍ଦା କିଭିନ୍ନ କାର୍ଯ୍ୟରେ ଯାତାୟତ କରିବା ଅସୁବିଧା ହେଉଛି । ଶେସରେ ସରକାରୀ କର୍ମଚାରୀ ଓ ବ୍ୟାଙ୍କ କର୍ମଚାରୀ ମନେ ନିଜକାର୍ଯ୍ୟକୁ ବାଡଡେଇଁ ଯାତାୟତ କରୁଛନ୍ତି ।
ଏନେଇ ସ୍ଥାନୀୟ ସରପଞ୍ଚ ସଞ୍ଜୁତା ପୁଜାରୀ ପଚାରିବାରୁ ସାହି ରାସ୍ତା ସିଲି ଯାଇଥିବା ପିଲାଙ୍କୁ ରାସ୍ତା ସିଲି କରିବାକୁ ମନାକରିଥିଲେ । ଏପେ ନିୟଜିତ ପିଲାମାନେ ଫେର ଆସିଥିଲେ କାଲି କି ତହସିଲଦାର ଯାଇ ସେହି ରାସ୍ତାକୁ ସିଲି କରିବ ବୋଲି କହିଥିଲେ । ଏହାପରେ ଏହିସଷୟ ନେଇ ପଞ୍ଚୟତର ପିଇଓ ସହ ଗୁରୁବାର ଯୋଗାଯୋଗ କରିବାରୁ ସେ କହିଥିଲେ ସେହି ସାହି ରାସ୍ତା ବନ୍ଧ କରିବାକୁ ମୁ ଏବଂ ତହସିଲଦାର ଯିବାରୁ ସେହି ସାହିର ମହିଳା ଓ ପୁରୁଷ ସାହିରାସ୍ତକୁ ନ ବନ୍ଧ କହିବା ଏହା ନେଇ ଉତେଜନା ହୋଇଥିବାରୁ ବଧ୍ୟ ହୋଇ ଆମେ ସାହିରାାସ୍ତାକୁ  ବନ୍ଧ ନ କରି ଫେରିଆସିଲୁ ସାହି ଲୋକ ମନାକଲେ ଆମେ କିପରି ସାହି ରାସ୍ତା କରିବୁ ବୋଲି କହିଥିଲେ । କରୋନା ଆକ୍ରାନ୍ତ ସାହି ରାସ୍ତାକୁ  ସିଲି ନ କରି ଆକ୍ରାନ୍ତ ଚିହ୍ନଟ ସାହିଗୁଡିକକୁ ସିଲି କାରାଯାଉଛି ।

Leave A Reply