Odisha news

ଦୁଇ ଦିନରେ ୧୫ ଆକ୍ରାନ୍ତ ପରେ ଆର,ଉଦୟଗିରି ୨ଦିନ ସଟଡାଉନ

0
ଆର,ଉଦୟଗିରି(ମନୋଜ ପାଢୀ ଆର,ଉଦୟଗିରି ଗଜପତି ): ଗଜପତି ଜିଲ୍ଲାର ଆର,ଉଦୟଗିରି ଗ୍ରାମରେ ବୁଧବାର ଓ ଗୁରୁବାର ଆଉ  ଦୁଇଦିନରେ ଆଉ ୧୫ଟି ଜଣ ପଜିଟିଭ ଚିହ୍ନଟ କରାଯାଇଛି । ୪ଟି ପୁଲିସ ଷ୍ଟାପ , ଆର,ଉଦୟଗିରି ପଞ୍ଚୟତର ପିଇଓ , ଆର,ଉଦୟଗିରି  କଲେଜ କ୍ଲର୍କ,ଜଣେ ଓକିଲ, ରୁମୁଣ୍ଡା କଲୋନି ୩ ଜଣ, ଜଣେ ଶିବ ମନ୍ଦିର ପୁଜାଅ, ଜଣେ ଫରେଷ୍ଟ ଗାଡ,ଜଣେ ଜଣେ
ମେଡିକଲ ଷ୍ଟାପ ଓ ସ୍ଥାନୀୟ ୨ ଜଣ ଚିହ୍ନଟ ପରେ ଅଞ୍ଚଳରେ କୋକୁଆ  ଭୟ ସୃଷ୍ଟି କରିଛି । ପ୍ରଶାସନ ସଂକ୍ରମିତଙ୍କୁ ରୋକିବା ପାଇଁ ୨ ଦିନ ଆର,ଉଦୟଗିରି ଓ ଛେଳିଗଡ ଅଞ୍ଚଳକୁ ସଟ୍ଡାଉନ ଘୋଷଣା କରାଯାଇଛି ।ଏହି ଅଞ୍ଚଳରେ ସରକାରଙ୍କ ନିୟମକୁ କିଛି ଅମାନିଆ ମାନୁନଥିବାରୁ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବଢି ଚାଲିଛି ବୋଲି ସ୍ଥାନୀୟ ପ୍ରଶାସନ ତରଫରୁ କୁହାଯାଇଛି । ଏହାକୁ ରୋକିବା ପାଇଁ ସଟ୍ଡାଉନ ଘୋଷଣା କରାଯାଇଛି ବୋଲି ବିଡିଓ ପ୍ରଦିପ କୁମାର ନାୟକ କହିଛନ୍ତି ।
ଏହାପୂର୍ବରୁ ମହେନ୍ଦ୍ରଗଡ ସରପଞ୍ଚ ବିରଭାସ୍କର ପାଇକ ତାଙ୍କ ଅଞ୍ଚଳକୁ ସଟ୍ଡାଉନ କରିଛନ୍ତି ବୋଲି ବିଡିଓ କହିଛନ୍ତି । ଆର,ଉଦୟଗିରି ଥାନାର ସମସ୍ତ କର୍ମଚାରୀମାନେ କରୋନା ଚିହ୍ନଟ ଓ  ଥାନାକୁ ସିଲି ପରେ ଥାନାଠାରୁ ଅପଦୁରରେ ଥିବା ସରଳାସାହି ନିକଟରେ ତମ୍ବୁ ଟାଣି ମୋହନାର ପୁଲିସ ଦ୍ବାରା ଥାନା କାର୍ଯ୍ୟ ଚାଲିଛି ଓ ଚନ୍ଦ୍ରଗିରି ପୁଲିସ କର୍ମଚାରୀମାନେ ଗ୍ରାମରେ ପେଟ୍ରୋଲିଙ୍ଗ୍ କରି ଗ୍ରାମର ଅମାନିଆ ସାବାଡ କରୁଛନ୍ତି ।
Har Ghar Tiranga

Leave A Reply