Odisha news

ପ୍ରଧାନମନ୍ତ୍ରୀ ମୋଦୀଙ୍କର ଚାଷୀ ଭାଇଙ୍କୁ ବଡ଼ ଉପହାର

0

By suvendra Pattanaik : ଭାରତ ସରକାର ୩୪ ହଜାର କୋଟି ଟଙ୍କାର ବ୍ୟୟ ସହିତ ନେସନାଲ କ୍ରିଟିକାଲ ମିଶନ କୁ ମଞ୍ଜୁରୀ ଦେଇଛନ୍ତି l  ଯାହାର ଉଦେଶ୍ୟ ହେଲା ଦେଶରେ ମହତ୍ଵପୁର୍ଣ ଖଣିଜ ର ସନ୍ଧାନ କରିବା l ଖନନ ର ରେଞ୍ଜ ପ୍ରସ୍ତୁତ କରିବା l ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ଅଧକ୍ଷାତ ରେ କ୍ୟାବିନେଟ ପକ୍ଷରୁ ଏହି ମିଶନ ର ଶୁଭାରମ୍ଭ ପାଇଁ ମଞ୍ଜୁରୀ ମିଳିଛି l ଏହି ମିଶନ ର ମୁଖ୍ୟ ଉଦେଶ୍ୟ କ୍ଲିନ ଏନର୍ଜି, ହାଇ ଆଡ଼ଭାନ୍ସ ଇଣ୍ଡଷ୍ଟ୍ରି ଓ ଡିଫେନ୍ସ ରେ ବ୍ୟବହାର ହେଉଥିବା ଜରୁରୀ ମିନେରାଲସ କୁ ସୁନିଶ୍ଚିତ କରିବା l ଏଥିରେ ଦେଶର ମଧ୍ୟଭାଗ ଓ ଉପକୂଳବର୍ତ୍ତୀ ଅଞ୍ଚଳ ରେ ମିନେରାଲସ ର ସନ୍ଧାନ, ଖନନ, ଲାଭ ଓ ପ୍ରୋସେସିଂ ଶାମିଲ ରହିବ l

ଏହି ଅବସରରେ କେନ୍ଦ୍ରୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ବିଜ୍ଞାନ ଓ ଉଦ୍ୟୋଗ ର ମଧ୍ୟମରୁ ଆଗାମୀ ପିଢ଼ି ଓ ଯୁବ ସମାଜ ପାଇଁ ରୋଜଗାର ଓ ଅର୍ଥବ୍ୟବସ୍ଥା ପାଇଁ ନିଷ୍ପତି ନିଆଁ ଯାଇଛି ଲଂ l ତେଣୁ ପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା ନେସନାଲ କ୍ରିଟିକାଲ ମିନେରାଲ ମିଶନ କୁ ମଞ୍ଜୁରୀ ମିଳିଛି l ଯେପରିକି ଆଖୁ ଚାଷ ରୁ ଆଖୁ ସହିତ C ହେବି ମୋଲେସେସ ଓ B ହେବି ମୋଲେସେସ ମିଳିଥାଏ, ଏହି ୩ଟି ଜିନିଷ କୁ କିଣିବା ପାଇଁ କ୍ୟାବିନେଟ ମଞ୍ଜୁରୀ ଦେଇଛି l  ଏହାର ଉପଯୋଗ ଯେତିକି ଇଥେନଲ ପ୍ରସ୍ତୁତ ପାଇଁ ବ୍ୟବହାର ହେବ, ସେତିକି ଦେଶ ପାଇଁ, ଚାଷୀ ଙ୍କ ପାଇଁ, ପର୍ଯାବରଣ ପାଇଁ ଲାଭ ଦାୟକ ହେବ l ସେଥିପାଇଁ ଏହା ଆଗକୁ ନେବା ଜରୁରୀ l ଏହି ମିନେରାଲ ପରିଯୋଜନା ପାଇଁ ଆର୍ଥିକ ସାହାଯ୍ୟ ରହିବ l ଏହା ବିଦେଶୀ କମ୍ପାନୀ କୁ ପ୍ରୋତ୍ସାହିତ କରିବ l

Leave A Reply