ପାରାଦ୍ୱୀପ : ପାରାଦ୍ୱୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଲାଗିଲା ଭାରତୀୟ ନୌସେନା ର ଯୁଦ୍ଧ ଜାହାଜ୍ ସୁମିତ୍ରା । । ଆଜି ମଧ୍ୟାହ୍ନ ରେ ଜାହାଜ୍ ଟି କଡା ସୁରକ୍ଷା ବଳୟ ମଧ୍ୟରେ ଲାଗିଲା ଭାରତୀୟ ନୌସେନା ର ଯୁଦ୍ଧ ଜାହାଜ ସୁମିତ୍ରା । ଆଜି ମଧ୍ୟାହ୍ନ ରେ ଜାହାଜ୍ଟି କଡା ସୁରକ୍ଷା ବଳୟ ମଧ୍ୟରେ ଆସି ପାରାଦ୍ୱୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଇକୁ୍ୟ-୧ ବର୍ଥ ରେ ଆଙ୍କରିଂ କରିଥିବା ବେଳେ ଏହା ବାତ୍ୟା ପ୍ରଭାବିତ ଉପକୂଳ ଅଞ୍ଚଳରେ ଭ୍ରମଣ କରି ପାରାଦ୍ୱୀପ କୁ ବଙ୍କରିଂ ପାଇଁ ଆସିଥିବା କୁହାଯାଉଛି ।
ଏହି ଜାହାଜ୍ ଟି ଆସନ୍ତା କାଲି ସକାଳେ ସେଲିଂ କରିବ ବୋଲି ଜଣାପଡିଛି । ଗତ ସପ୍ତାହରେ ସିଆଇଏସ୍ଏଫ୍ ର ଦୁଇଟି ପେଟ୍ରୋଲିଂ ଜାହାଜ ଆସି ପାରାଦ୍ୱୀପ୍ରେ ପହଁଞ୍ଚି ଫେରୁଥିବା ବେଳେ ଭାରତୀୟ ସୌସେନାର ସୁମିତ୍ରା ଯୁଦ୍ଧ ଜାହାଜ ଟି ଆଜି ଆସିଥିବା ଓ ଏହାର ତାଙ୍କର ରୁଟିନ୍ କାର୍ଯ୍ୟକ୍ରମ ବୋଲି ନାଭାଲ ଚିକିଲା ପି ଆର୍ ଓ ପ୍ରକାଶ କରିଛନ୍ତି ।

Comments are closed.