Odisha news

ପାଣିକୋଇଲି ଓ ସଠିପୁର ବଜାରକୁ ସାଇଟାଇଜ କଲା ଅଗ୍ନିଶମ ବିଭାଗ

0

ପାଣିକୋଇଲି: ସମଗ୍ର ବିଶ୍ୱ କରୋନା ପାଇଁ ଆତଙ୍କିତ ଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସହରାଂଚଳକୁ ସାନିଟାଇଜ କରାଯାଉଛି । ଏହି କ୍ରମରେ ଆଜି ପାଣିକୋଇଲି ଓ ସଠିପୁର ବଜାରକୁ ବୈତରଣୀରୋଡ ଦମକଳ ବାହାନୀ ସହାୟତାରେ ସାନିଟାଇଜ କରାଯାଇଛି । ଜିଲ୍ଲା ପ୍ରଶାସନର ନିଦେ୍ର୍ଦଶରେ ବୈତରଣୀରୋଡ ଦମକଳ କେନ୍ଦ୍ରାଧିକାରୀ ସୁବାସ ଚନ୍ଦ୍ର ଭୋଳଙ୍କ ନେତୃତ୍ୱରେ ଦମକଳ ବାହିନୀ କର୍ମଚାରୀ ମାନଙ୍କ ସହାୟତରେ ଆଜି ବଜାର ବିଭିନ୍ନ ସ୍ତାନକୁ ସାନିଟାଇଜ କରାଯାଇଛି

Leave A Reply