Odisha news

ବଦଳିଯାଉଛି ଗାଁର ଛବି : ସାମାଜିକ ତଥା ଆର୍ଥିକ ବିକାଶ କ୍ଷେତ୍ରରେ ଆମ ଦେଶର ଗ୍ରାମାଂଚଳ ଛବି ବଦଳିବାରେ ଲାଗିଛି

Special story by sakalakhabar.com ସର୍ବବୃହତ ଗଣତାନ୍ତ୍ରିକ ଭାରତ ଏକ ଗ୍ରାମବହୁଳ ରାଷ୍ଟ୍ର । ଆମ ଦେଶରେ ଗ୍ରାମୀଣ ପରିବାରର ମୋଟ ସଂଖ୍ୟା ୨୧.୧୭ କୋଟି । ସେଥିମଧ୍ୟରୁ ୪୮ ଶତାଂଶ ପରିବାର ପ୍ରଧାନତଃ କୃଷି ଉପରେ ନିର୍ଭର…
Read More...

ଆଗାମୀ ୨୨ରେ ତାଳଚେର ସାର କାରଖାନାର ଶୁଭ ଦେବେ ପ୍ରଧାନମନ୍ତ୍ରୀ:ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୩୧ ଅଗଷ୍ଟ - ଆଗାମୀ ୨୨ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଜ୍ଞାନକୌଶଳ ଆଧାରରେ ନିର୍ମିତ ହେବାକୁ ଥିବା ତାଳଚେର ଫର୍ଟିଲାଇଜର ଲିମିଟେଡର ଶୁଭ ଦେବା ସହ ଝାରସୁଗୁଡା ଠାରେ ଓଡିଶାର ଦ୍ୱିତୀୟ…
Read More...

ଭୁବନେଶ୍ୱରର ବିମାନବନ୍ଦରରୁ ପୁଣି ସୁନା ଜବତ

ଭୁବନେଶ୍ୱର,୩୧ ଅଗଷ୍ଟ - ପୁଣି ଥରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ସୁନା ଜବତ କରାଯାଇଛି । ଶୁକ୍ରବାର ଦିନ ବିମାନ ବନ୍ଦରରୁ ଚୋରାଚାଲାଣ ହେଉଥିବା ବେଳେ ୩୪୦ ଗ୍ରାମ ସୁନା ଜବତ କରାଯାଇଛି । ଜବତ ସୁନାର ମୂଲ୍ୟ…
Read More...

ବଲାଙ୍ଗୀରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେଲା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧ ଅଗଷ୍ଟ -ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବଲାଙ୍ଗୀର ଠାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ୱାରା…
Read More...

ତୈଳ ଦର ବୃଦ୍ଧି ଓ ମହାନଦୀକୁ ନେଇ ବିଜେଡି-ବିଜେପି ପେଣ୍ଡୁଲମ୍ ପଲିଟିକ୍ସ ବନ୍ଦ କରନ୍ତୁ: କଂଗ୍ରେସ

ଭୁବନେଶ୍ୱର,୩୧ ଅଗଷ୍ଟ - ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ତୈଳକୁ ନେଇ ରାଜନୀତି କରିବା ବଦଳରେ ଦେଶ ଓ ରାଜ୍ୟବାସୀଙ୍କୁ କମ୍ ଦରରେ ତେଲ ଯୋଗାଇ ଦେବାକୁ କଂଗ୍ରେସ ଦାବି କରିଛି । ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ବିଭାଗ…
Read More...

ମହାନଦୀରେ ବନ୍ୟା ପରିସ୍ଥିତି ପାଇଁ ବିଜେଡ଼ି-ବିଜେପି ଦାୟୀ: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର, ୩୧ ଅଗଷ୍ଟ- ମହାନଦୀରେ ଚଳିତ ବନ୍ୟା ପରିସ୍ଥିତି ପାଇଁ ଉଭୟ ବିଜେଡ଼ି ଏବଂ ବିଜେପି ଦାୟୀ । ଖରାଦିନେ ମହାନଦୀରେ ପାଣିଟୋପେ ଆସୁନଥିବାବେଳେ ଏବେ ମହାନଦୀ କୂଳରେ ଥିବା ଗାଁଗୁଡିକ ପାଣିଘେରରେ ରହିଛି । ବିଜେଡ଼ି…
Read More...

ମହିଳାମୋର୍ଚ୍ଚାର ମହାଅଧିବେଶନ ମୋଦିଙ୍କ ଯୋଜନାକୁ ଓଡିଶା ସରକାର ଅଣଦେଖା କରୁଛନ୍ତି-ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୩୧ ଅଗଷ୍ଟ- ଓଡିଶାରେ ଆଜି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଦତ ଯୋଜନାକୁ ଓଡିଶା ସରକାର ଅଣଦେଖା କରୁଛନ୍ତି । କେନ୍ଦ୍ର ସରକାର ଅର୍ଥ ଦେଉଛନ୍ତି କାଳେ…
Read More...

ଆଇସିଏସଆଇ ସୁବର୍ଣ୍ଣ ଜୟନ୍ତୀର ଉଦଯାପନୀ ଆଜି : ଯୋଗ ଦେବେ ରାଜ୍ୟପାଳ

ଭୁବନେଶ୍ୱର, ୩୧ ଅଗଷ୍ଟ - ଶନିବାର ଦିନ ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ପାନୀ ସେକ୍ରେଟାରୀଜ୍ ଅଫ୍ ଇଣ୍ଡିଆ (ଆଇସିଏସଆଇ)ର ସୁବର୍ଣ୍ଣ ଜୟନ୍ତୀ ତଥା ଜାତୀୟ ସମ୍ମିଳନୀ ଶନିବାର ଉଦଯାପିତ ହେବ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର…
Read More...

କାମରାଜଙ୍କର “ପ୍ଲାନ”: ଭାଷା ଆଇନକୁ କାର୍ଯ୍ୟକାରୀ

ଭାଷା ଆଇନକୁ କାର୍ଯ୍ୟକାରୀ କରିପାରୁ ନାହାନ୍ତି, ବିଶିଷ୍ଟ ଲେଖକ, ଭାଷାବିତ୍, ଆଇନଜ୍ଞ, ପୂର୍ବତନ ପ୍ରଶାସକ ଓ କମ୍ପ୍ୟୁଟର ବିଶେଷଜ୍ଞଙ୍କୁ ନେଇଭାଷା ଆୟୋଗ ଗଠିତ ହେଲେ ସେମାନେ ସହଜରେ ସେ କାର୍ଯ୍ୟ କରିପାରନ୍ତେ । ସରାକରଙ୍କୁ…
Read More...

ଅସରାଏ ବର୍ଷାରେ ବୁଡିଲା ରାଜଧାନୀ

ଭୁବନେଶ୍ୱର, ୩୧ ଅଗଷ୍ଟ - କିଛି ଦିନର ବ୍ୟବଧାନ ପରେ ପୁଣି ଅସରାଏ ବର୍ଷାରେ ବୁଡିଛି ରାଜଧାନୀ ଭୁବନେଶ୍ୱର । ଶୁକ୍ରବାର ଅପରାହ୍ନରେ କିଛି ସମୟର ବର୍ଷା ଫଳରେ ଭୁବନେଶ୍ୱରର ରେଳଷ୍ଟେସନ, ଲକ୍ଷ୍ମୀସାଗର , ଇସ୍କନ, ନୟାପଲ୍ଲୀ ,…
Read More...