Odisha news

ଆଇସିଏସଆଇ ସୁବର୍ଣ୍ଣ ଜୟନ୍ତୀର ଉଦଯାପନୀ ଆଜି : ଯୋଗ ଦେବେ ରାଜ୍ୟପାଳ

0

ଭୁବନେଶ୍ୱର, ୩୧ ଅଗଷ୍ଟ – ଶନିବାର ଦିନ ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ପାନୀ ସେକ୍ରେଟାରୀଜ୍ ଅଫ୍ ଇଣ୍ଡିଆ (ଆଇସିଏସଆଇ)ର ସୁବର୍ଣ୍ଣ ଜୟନ୍ତୀ ତଥା ଜାତୀୟ ସମ୍ମିଳନୀ ଶନିବାର ଉଦଯାପିତ ହେବ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ସେହିପରି ସାଂସଦ ଡ. ଅଚ୍ୟୁତ ସାମନ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply