ଭୁବନେଶ୍ୱର ,୨ା୧ା:କୃଷି କ୍ଷେତ୍ରରେ ଉକିର୍ଷ ଓଡ଼ିଶାକୁ ମିଳିଲା ‘କୃଷି କର୍ମଣ’ ପୁରସ୍କାର କୃଷି କ୍ଷେତ୍ରରେ ଉତ୍କର୍ଷ ପାଇଁ ଓଡ଼ିଶାକୁ ’କୃଷି କର୍ମଣ’ ପୁରସ୍କାର । କର୍ଣ୍ଣାଟକ ତୁମକରେ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶରେ ସାମଗ୍ରିକ କୃଷି ଉକ୍ସଊାଦନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ଦ୍ୱିତୀୟ ଶ୍ରେଣୀ ରାଜ୍ୟ ଭାବେ ଚୟନ କରିଛନ୍ତି । କୃଷି କର୍ମଣ ପୁରସ୍କାର ପାଇଁ ପୁଣି ଥରେ କେନ୍ଦ୍ର ସରକାର ଓଡ଼ିଶାକୁ ପୁରସ୍କୃତ କରିଛନ୍ତି । ବେଙ୍ଗାଲୁରୁର ତୁମକରେ ଆୟୋଜିତ ଥିବା ସ୍ୱତନ୍ତ୍ର ଉତ୍ସବରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୨୦୧୬-୧୭ ବର୍ଷ ପାଇଁ ଓଡ଼ିଶା ଅନ୍ୟରାଜ୍ୟ ତୁଳନାରେ ଖାଦ୍ୟଶସ୍ୟ ଉକ୍ସଊାଦନରେ ଉଲ୍ଲେଖନୀୟ ସଫଳତା ।