୨୪ ଘଂଟା ମଧ୍ୟରେ ୧୫୧ ଜଣଙ୍କ ଠାରୁ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ଆଦାୟ ହେଲା ଜୋରିମାନା ଅପରାଧରାଜ୍ୟ By On May 22, 2020 0 Share ଭୁବନେଶ୍ୱର : ୨୨/ କଟକରେ ଗତ ୨୪ ଘଂଟା ମଧ୍ୟରେ ୧୫୧ ଜଣଙ୍କ ଠାରୁ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ଜୋରିମାନା ଆଦାୟ କରା ଯାଇଛି । କଟକ ଡିସିପିଙ୍କ ଦ୍ୱାରା ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି । ୨୪ ଘଂଟା ମଧ୍ୟରେ ୧୫୧ ଜଣଙ୍କ ଠାରୁ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ଆଦାୟ ହେଲା ଜୋରିମାନା 0 Share