Odisha news

ସହଯୋଗ ପରିବାର ପକ୍ଷରୁ ଅସହାୟଙ୍କୁ କମଳ ବଣ୍ଟନ

0
ନିରାକାରପୁର,୧୨/୧୧:” ସହଯୋଗ” ପରିବାର ତରଫରୁ ଜାତୀୟ ରାଜପଥରେ ବୁଲୁଥିବା ଅସହାୟ, ମାନସିକ ବିକୃତ ବ୍ୟକ୍ତିମାନଙ୍କୁ ଆଜି ଠାରୁ କମଳ ବଣ୍ଟନ ଆରମ୍ଭ ହୋଇଛି।ଏହି କାର୍ଯ୍ୟକ୍ରମରେ  ସମାଜସେବୀ ଶ୍ୟାମସୁନ୍ଦର ପଟ୍ଟନାୟକ, ଲଚ୍ଛମନ ନାୟକ, ପ୍ରତ୍ୟୁଷ କୁମାର ସାମନ୍ତରାୟ,ବ୍ରହ୍ମନନ୍ଦ ଦାସ,ଅଭିନାଶ ସ୍ୱାଇଁ,ଚନ୍ଦନ ପ୍ରଧାନ,ବିଶ୍ବଜିତ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ।ସହଯୋଗ ପରିବାରର ଆବାହକ ହିମାଂଶୁ ଭୂଷଣ ଚମ୍ପତ୍ତିରାୟ କାଯ୍ୟକ୍ରମ ସଂଯୋଜନା କରିଥିଲେ।
Leave A Reply