Odisha news

ବାତ୍ୟା  ମୋନ୍ଥl କୁ ନେଇ ଜାରି ହେଲା ହେଲ୍ପ ଲାଇନ ନମ୍ବର

0

ଘଂଟାପ୍ରତି ୯୦ ରୁ ୧୦୦ କିଲୋମିଟର ବେଗରେ ବଢୁଛି ମୋନ୍ଥl , ଆଜି ସନ୍ଧ୍ୟା ରୁ ରାତି ମଧ୍ୟରେ କାକିନାଡ଼ା ରେ ହିଟ କରିବ, ଏହି କାରଣରୁ ଓଡିଶା , ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ରେ ଅତି ପ୍ରବଳ ବର୍ଷ ଜାରି ରହିଛି, ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ଓଡ୍ରାଫ ଟିମ ଓ NDRF ସତର୍କ ରହିଛନ୍ତି L

ଚକ୍ରବାତ ତୋଫାନ ମୋନ୍ଥl କୁ ହେଲ୍ପ ଲାଇନ ନମ୍ବର ଜାରି –

ବାତ୍ୟା  ମୋନ୍ଥl  କୁ ନେଇ ଖୋର୍ଦ୍ଧା ରୋଡ଼ ଡିଭିଜନ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି, ପ୍ରଶାସନ ପକ୍ଷରୁ ଜନସାଧାରଣ ଙ୍କ ଅବଗତି ନିମନ୍ତେ ଏହି ନମ୍ବର ଜାରି କରାଯାଇଛି, ଯଦି କୌଣସି ପ୍ରକାରର କିଛି ବି ଅସୁବିଧା ହେଲା ତେବେ ଜନସାଧାରଣ ଏହି ନମ୍ବର କୁ ସମ୍ପର୍କ କରିପାରିବେ l

ବାତ୍ୟା  ମୋନ୍ଥl କୁ ନେଇ ରାଜ୍ୟ ସରକାର ଙ୍କ ପକ୍ଷରୁ ଘନ ଘନ ବୈଠକ ଜାରି ରହିଛି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଡିଜାଷ୍ଟାର ମିନିଷ୍ଟାର ସୁରେଶ ପୂଜାରୀ ବୈଠକ ରେ ଅନୁଧ୍ୟାନ କରି ଜିଲାପାଳ ମାନଙ୍କୁ ଜନସାଧାରଣ ଙ୍କ ସୁରକ୍ଷା ପାଇଁ ନିର୍ଦେଶ ଦେଉଛନ୍ତି l

ପୁରୀ ରେ ସମୁଦ୍ର କୂଳରେ ବାୟୁ ପ୍ରବାହିତ ହେଉଛି ଏବଂ ଗୋପାଳ ପୁତ୍ର ଠାରେ ସମୁଦ୍ର ରେ ଉଚ୍ଚ ଜୁଆର ଉଠିବାର ସମ୍ଭାବନା ରେ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକ ଙ୍କୁ ସମୁଦ୍ର କୁ ଯିବାକୁ ବରଂ କରାଯାଇଛି l

ଆନ୍ଧ୍ର ପ୍ରଦେଶ ର କାକିନାଡ଼ା ସ୍ଥିତ ସମସ୍ତ ସମୁଦ୍ର ଉପକୂଳବର୍ତ୍ତୀ ଗ୍ରାମ ଗୁଡିକୁ ଖାଲି କରାଯାଇ ଲୋକ ମାନଙ୍କୁ ସ୍ଥାନାନ୍ତର କରାଯାଉଛି l

ହେଲ୍ପ ଲାଇନ ନମ୍ବର ଗୁଡିକ ହେଲା –

* ଭୁବନେଶ୍ୱର ପାଇଁ ହେଲ୍ପ ଲାଇନ ନମ୍ବର ହେଲା – 8114382371
* ଖୋର୍ଦ୍ଧା ରୋଡ଼ ପାଇଁ ହେଲ୍ପ ଲାଇନ ନମ୍ବର ହେଲା – 9668978727
* ବ୍ରହ୍ମପୁର ପାଇଁ ହେଲ୍ପ ଲାଇନ ନମ୍ବର ହେଲା – 9668978725
* ପଲାସା ପାଇଁ ହେଲ୍ପ ଲାଇନ ନମ୍ବର ହେଲା – 9668978724

Leave A Reply