Odisha news

ଏହିସବୁ ଛୋଟ ଛୋଟ ବିଚାର ମାନସିକ ଚାପ କୁ ଦୂର କରିବା ସହ ମନକୁ ଶାନ୍ତି ଦେଇଥାଏ

0

* ମାନସିକ ଚାପ ଆପଣଙ୍କର ବଡ଼ ଶତ୍ରୁ l ତାହାକୁ ପରାସ୍ତ କରିବାର ବାଟ ଖୋଜନ୍ତୁ l

* ଚିନ୍ତା ଓ ଭୟ କେବଳ ମନର ଭାବନା ଅଟେ, ଯାହାକି ବାସ୍ତବିକତା ନୁହେଁ l

* ମାନସିକ ଉତେଜନା ଗୋଟିଏ ଚୋର ଭଳି , ଯାହାକି ଆପଣଙ୍କ ର ବର୍ତ୍ତମାନ କୁ ଚୋରୀ କରି ନେଇଥାଏ l

* ଖୁସି ଗୋଟିଏ ଆନ୍ତରିକ ଅନୁଭବ ଅଟେ l ଏହାକୁ ବାହାର ପରିସ୍ଥତି ସହିତ ଯୋଡନ୍ତୁ l

* ଜୀବନ ରେ ଦୁଃଖ ସୁଖ ଲାଗି ରହିଥାଏ , ଚାପ ରେ ଆସିବା ପରିବର୍ତ୍ତେ ତାହାକୁ ସାମ୍ନା କରନ୍ତୁ l

* ଯାହା ଆପଣ ବଦଳାଇ ପରିବେ ନାହିଁ ତାହାକୁ ସ୍ୱୀକାର କରନ୍ତୁ ନଚେତ ଛାଡି ଦିଅନ୍ତୁ l ଏବଂ ନିଜକୁ ଆଗାମୀ ଦିନ ପାଇଁ ପ୍ରସ୍ତୁତ ରଖନ୍ତୁ l

* ମାନସିକ ଚାପ କୁ ଆପଣଙ୍କ ଉପରେ ହାବି ହେବାକୁ ଦିଅନ୍ତୁ ନାହିଁ l ନିଜକୁ ଖୁସି ରଖିବାର ବାଟ ଖୋଜନ୍ତୁ l

Leave A Reply