Odisha news

କରୋନା ବଦଳାଇଛି ଫ୍ୟାଶନ୍‌ ସେନ୍ସ

0

ଜିନ୍ସ ପିନ୍ଧିବା ମହିଳାଙ୍କୁ କାଫି ପସନ୍ଦ । କରୋନା ଯୋଗୁ ଲୋକଙ୍କ ଫ୍ୟାଶନ୍‌ରେ ବି ପରିବର୍ତ୍ତନ ଆସିଛି । ଏବେ ମାର୍କେଟରେ ଡେନିମ୍‌ ମାସ୍କ ଟ୍ରେଣ୍ଡ୍‌ ଦେଖିବାକୁ ମିଳୁଛି । ମାସ୍କ ପିନ୍ଧିବା ଜରୁରୀ ହୋଇଥିବା ବେଳେ ଡିଜାଇନର୍‌ ବି ଭିନ୍ନ ଭିନ୍ନ ଅନ୍ଦାଜରେ ଏହାକୁ ଡିଜାଇନ୍‌ କରୁଛନ୍ତି । ଡେନିମ୍‌ ମାସ୍କ ମଧ୍ୟରେ ଥ୍ରୀ-ଡି, ଫ୍ଲୋରାଲ ମାସ୍କ ଓ ପି୍ରଣ୍ଟେଡ୍‌ ମାସ୍କ ଟ୍ରେଣ୍ଡ୍‌ରେ ରହିଛି । ନିଜର ଲୁକ୍‌ ଅନୁସାରେ ପ୍ରିଣ୍ଟେଡ୍‌ ମାସ୍କ ନେଇପାରିବେ ।

Leave A Reply