Odisha news

ଗରିବ ଅଟୋଚାଳକ ମାନଙ୍କୁ ବିଧାୟିକା ସୁନନ୍ଦା ଦସ ଏବଂ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ କିଟ ସହାୟତା ପ୍ରଦାନ

0

କୁଆଖିଆ : ସୁଲପୁର ବ୍ଲକର ବରୀ ନିର୍ବାଚନ ମଣ୍ଡଳୀରେ  ସାମିଲ ହୋଇଥିବା ୧୦ ଗୋଟି ପଂଚାୟତର ଗରିବ ଅଟୋଚାଳକ ମାନଙ୍କୁ ବିଧାୟିକା ସୁନନ୍ଦା ଦସ ଏବଂ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ କିଟ ସହାୟତା ପ୍ରଦାନ କରିଛନ୍ତି । ଗତ କାଲି ଅତଲାପୁର ଠାରେ କରୋନା ସଂକ୍ରମଣ ଯୋଗୁ ଘରେ ବସିଥିବା ଅଟୋଚାଳକ ମାନଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ ଦେଇଥିଲେ ।

।ସମଦୂରତ୍ୱ ରଖି ସରପଂଚ,ଞ୍ଚ ସମିତି ସଭ୍ୟ ଓ ଅନ୍ୟ ଜନ ପ୍ରତିନିଧୀ ବୃନ୍ଦ ୧୦ ପଂଚାୟତର ୧୨୫ରୁ ଉଦ୍ଦ୍ୱର୍ ଅଟୋ ଚାଳକଙ୍କୁ ରାସନ ସାମଗ୍ରି ବଂଟନ କରିଥିଲେ ।

ଏଥିରେ ବରିବିଜେଡି ସଭାପତି କେଦାର ସାମଲ ଯୁବବିଜେଡି ସଭାପତି ଅଶୋକ ସାମଲ, ବରିଷ୍ଠନେତା ତଥା ବିଜେଡି ସମ୍ପାଦକ ପ୍ରଦିପଦାସ, ସରପଂଚ ଅତଲାପୁରଞ୍ଚପ୍ରଫୁଲ୍ଲ କୁମାର ସାହୁ, ସାମନ୍ତରାପୁର ସରପଂଚ ଅଭିମନ୍ୟୁ ମହାଳିକ, ସୂର୍ଯ୍ୟମଣୀ ବେହେରା, ରାଜେନ୍ଦ୍ରପୁର ସରପଂଚ ସୁଶାନ୍ତ ବେହେରା, ସମିତିସଭ୍ୟ ଲକ୍ଷ୍ମୀଧର ମହାନ୍ତି, ଅମୂଲ୍ୟ କୁମାର ଦାସ, ପ୍ରଥମାଖଣ୍ଡର ସନାତନ ବାରିକ, ଛବିଳ ଜେନା, ନରେଶ ଚନ୍ଦ୍ର ମହାନ୍ତି ,ନରହରି ସାହୁ,କୈ÷ଳାସ ଚନ୍ଦ୍ର ସାହୁ,ବିରବର ପଲେଇ ଓ ୧୦ ପଂଚାୟତର ସମସ୍ତ ଛାମୁଆ ଜନ ପ୍ରତିନିଧୀ ଉପସ୍ତିତ ଥିଲେ । ବିଧାୟିକା ମାସ୍କ ସାନିଟାଇଜର ସହ ରାଶନ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ପ୍ୟାକେଟବଂଟନ କରିଥିଲେ ।

Govt
Leave A Reply