କୋଣାର୍କ :ଗତ ମାର୍ଚ୍ଚ ମାସରୁ ମହାମାରୀ କରୋନାର ପ୍ରକୋପ ଜାରି ରହିଛି ।କୋଣାର୍କରେ ଗତ ନବକଳେବର ଠାରୁ ନିର୍ମାଣ ହୋଇ ଉଦଘାଟନ ହୋଇନଥିବା ପାଞ୍ଚକୋଟି ଟଙ୍କାର ଶିଶୁ ଓ ମାତୃମଙ୍ଗଳ ଡ଼ାକ୍ତରଖାନା ପରିସରରେ ମହାମାରୀ କରୋନାକୁ ଦୃଷ୍ଟିରେ ରଖି କୋଭିଡ଼ ସେବାକେନ୍ଦ୍ର ଖୋଲାଯାଇଛି । ଏହି ଡ଼ାକ୍ତରଖାନା ପରିସରରେ ଖୋଲିଥିବା କୋଭିଡ଼ ସେବାକେନ୍ଦ୍ର ପରିସରରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।ଏଥି ପାଇଁ ପ୍ରାୟ ୪୦ ଜଣ ଡ଼ାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମୁତୟନ ହୋଇଛନ୍ତି ।
ଗତ ଜୁଲାଇ ୧୦ ତାରିଖରୁ ଅଦ୍ୟାବଧି ପୁରୀ ଜିଲ୍ଲାର ବ୍ରହ୍ମଗିରି, ଚିଲିକା ,କଣାସ,ଡ଼େଲା