Odisha news

କିଡ୍ନୀ ଖରାପ୍ ହେବା ଦ୍ଵାରା ପ୍ରାରମ୍ଭରେ ମିଳିଥାଏ ସଂକେତ, ବଦଳି ଯାଇଥାଏ ପରିସ୍ରାର ରଙ୍ଗ

0
କିଡନୀ ଶରୀରର ସବୁଠୁ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ । ଯାହା ସାମାନ୍ୟ କ୍ଷତିଗ୍ରସ୍ତ ହେବା ଦ୍ବାରା ଶରୀରକୁ ମିଳିଥାଏ ଏହିଭଳି ଲକ୍ଷଣ । କଣ ଆପଣ ଜାଣିଛନ୍ତି କିଡନୀ ସଂକ୍ରମିତ ହେବା ଦ୍ଵାରା ପରିସ୍ରାର ରଙ୍ଗ ମଧ୍ୟ ବଦଳି ଯାଇଥାଏ। ଆସନ୍ତୁ ଜାଣିବା କିଡନୀ ଫେଲ ହେବାର ଲକ୍ଷଣ ଗୁଡ଼ିକ କଣ।
ଲକ୍ଷଣ :-
୧) ହାଇ ବ୍ଲଡ଼ ପ୍ରେସର୍ , ମଧୁମେହ କିମ୍ବା କିଛିଟା ଔଷଧ ସେବନ କାରଣ ରୁ କିଡନୀ ଖରାପ୍ ହେବାର ଆଶଙ୍କା ରହିଥାଏ।
– ପରିସ୍ରା କମ୍ ହେବା
– ଆଣ୍ଠୁ ଗଣ୍ଠି ରେ ଯନ୍ତ୍ରଣା
– ଅଣ ବିଶ୍ବାସୀ ଲାଗିବା
୨) କିଡନୀ ଫେଲ ହେବା ଦ୍ବାରା ନିମ୍ନ ଲିଖିତ ଲକ୍ଷଣ ଦେଖିବାକୁ ମିଳେ
– ମୁଣ୍ଡ ବିନ୍ଧା
– ଶରୀର କୁଣ୍ଡେଇ ହେବା
– ରାତିରେ ଶୋଇବା କୁ ଅସୁବିଧା ହୁଏ
– ଓଜନ ହ୍ରାସ ଓ ଭୋକ ନ ଲାଗିବା
– ଶାରିରୀକ ଦୁର୍ବଳତା
ପରିସ୍ରା ର ରଙ୍ଗ କହୁଥାଏ କିଡନୀ ର ସ୍ଥିତି । ଯଦି ଆପଣ ଙ୍କ ପରିସ୍ରା ଫେଣ ଯୁକ୍ତ ହେଉଛି ପରିସ୍ରା ରେ ପ୍ରୋଟିନ ର ସଂକେତ ଓ କିଡନୀ ଫେଲିଓର ର ସଂକେତ ଦେଇଥାଏ ।
Leave A Reply