ମାନ୍ୟତା ରହିଛି ଯେ ସଂସାରର ସବୁଠୁ ପୁରୁଣା ପୁସ୍ତକ କଳ୍ପଦୃମ ଅଟେ l ଯେବେକି ସଂସାର ର ପ୍ରଥମ ପୁସ୍ତକ ଋଗ ବେଦ କୁ ହିଁ ଗ୍ରହଣ କରାଯାଇଛି l ୟୁନେସ୍କୋ ଦ୍ୱାରା ଋଗ ବେଦ କୁ ୧୮୦୦-୧୫୦୦ ଖ୍ରୀଷ୍ଟପୂର୍ବ ମଧ୍ୟରେ ପାଖାପାଖି ୩୦ ଟି ପାଣ୍ଡୁଲିପି କୁ ସାଂସ୍କୃତିକ ଧରୋହର ତାଲିକାରେ ସାମିଲ କରାଯାଇଛି l କିନ୍ତୁ ଋଗ ବେଦ କୁ ହଜାର ବର୍ଷ ପୁରୁଣା ଗ୍ରନ୍ଥ ଭାବରେ କରାଯାଇଛି l
କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି କଳ୍ପ ଦ୍ରୁମ କଣ ?
– ଲୋକକଥା ଅନୁସାରେ ଦୁନିଆର ପ୍ରଥମ ଧର୍ମଗ୍ରନ୍ଥ କଳ୍ପ ଦ୍ରୁମ କୁ ଗ୍ରହଣ କରାଯାଇଛି , ଯାହାକି ସମୁଦ୍ର ମନ୍ଥନ ସମୟରେ ପ୍ରକଟ ହୋଇଥିଲା l
– କିଛି ପଣ୍ଡିତ ଙ୍କ ମତ ଅନୁସାରେ କଳ୍ପ ଦ୍ରୁମ ସଂସ୍କୃତ ଭାଷାରୁ ଉତ୍ପତି, ଆଉ କିଛି ଶାସ୍ତ୍ରଜ୍ଞ ମତରେ ଏହା କଳ୍ପ ବୃକ୍ଷ ଅଟେ l ଆଉ କିଛି ପଣ୍ଡିତ ଙ୍କ ମତରେ ପାରିଜାତ ବୃକ୍ଷକୁ କୁ କଳ୍ପ ଦ୍ରୁମ କୁହାଯାଇ ଥାଏ l
– କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଳ୍ପ ଦ୍ରୁମ ଗୋଟିଏ ପ୍ରକାରର ଯୋଗ ଅଟେ , ଯାହାର ମାନବ ଜୀବନ ରେ ଖୁବ ମହତ୍ୱ ରହିଛି l
– ସଂସ୍କୃତ ଶବ୍ଦ ରେ କଳ୍ପଦୃମ ର ଅର୍ଥ ହେଉଛି ସର୍ବଶକ୍ତିମାନ ବୃକ୍ଷ, ଅର୍ଥାତ ଯେଉଁ ବୃକ୍ଷ ସମସ୍ତ ଇଛା ପୂରଣ କରିଥାଏ l
– କିନ୍ତୁ ଏହା ସ୍ପଷ୍ଟ ହୋଇନାହିଁ ଯେ କଳ୍ପଦୃମ କଣ / କିନ୍ତୁ ଶାସ୍ତ୍ରଜ୍ଞ ଙ୍କ ମତରେ ଏହାର ଗୁରୁବାର ଦିନ ହିନ୍ଦୁ ଧର୍ମରେ ଖୁବ ମହତ୍ୱ ରହିଛି l
ଜୈନ ଧର୍ମ ସହିତ ରହିଛି ସମ୍ପର୍କ –
ଜୈନ ଧର୍ମରେ ପୂଜା ସମୟରେ କଳ୍ପଦୃମ ମହାମଣ୍ଡଳ ର ବିଧାନ ରହିଛି l ଜୈନ ଧର୍ମାବଲମ୍ବୀ ବ୍ୟକ୍ତି ଏହାକୁ ଖୁବ ଗୁରୁତ୍ୱ ଦେଇ ଥାଆନ୍ତି l ସେମାନେ ପୂଜା ସମାପନ ହେବା ପରେ କଳ୍ପଦୃମ କୁ ବିଧିବଧ ଭାବରେ ଆରାଧନା କରି ଥାଆନ୍ତି l ଯାହାଦ୍ୱାରା ସେମାନଙ୍କର ସମସ୍ତ ଇଛା ପୁରାଣ ହୋଇଥାଏ ବୋଲି କୁହାଯାଇଛି l
କଣ ରହିଛି ହିନ୍ଦୁ ଧର୍ମରେ ମହତ୍ୱ –
– ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଗୁରୁବାର ଦିନ କଳ୍ପଦୃମ ପୂଜାର ବିଧାନ ରହିଛି, ଯାହାଦ୍ୱାରା ମନସ୍କାମନା ପୁର୍ଣ ହୋଇଥାଏ l
– କୁହାଯାଏ ଯେ ଯେଉଁ ଘରେ ଏହାକୁ ନିୟମିତ ବିଧିବଧ ଭାବରେ ପୂଜା କରାଯାଏ ସେଠାରେ କୌଣସି ପ୍ରକାର ଅସୁବିଧା ହୋଇ ନଥାଏ l
– ପୁରାଣ ର ମାନ୍ୟତା ଅନୁସାରେ ସାଗର ମନ୍ଥନ ସମୟରେ କଳ୍ପଦୃମ ବାହାରି ଥିଲା , ତେଣୁ ଏହା ମଲକ୍ଷ୍ମୀ ଙ୍କର ଖୁବ ପ୍ରିୟ ଅଟେ l ଏହାକୁ ନିୟମିତ ପୂଜା କରିବା ଦ୍ୱାରା ଯଶ ପ୍ରାପ୍ତି ହୋଇଥାଏ ଓ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l