Odisha news

ଚାଣକ୍ୟ ନୀତି : ଏହିଭଳି ପୁରୁଷ ମାନଙ୍କ ଆଡକୁ ଆକର୍ଷିତ ହୋଇ ଥାଆନ୍ତି ମହିଳା

0

ଚାନକୟ ଙ୍କ ନୀତିଶାସ୍ତ୍ରରେ ମଣିଷ ଜୀବନ ର ପ୍ରତ୍ୟେକ ସୋପାନ କୁ ନେଇ କିଛିନା କିଛି ତଥ୍ୟ ଦିଆଯାଇଛି l ଯାହା ମଣିଷ ଜୀବନ କୁ ଠିକ ଭାବରେ ପରିଚାଳିତ କରିଥାଏ ଓ ମାର୍ଗ ଦର୍ଶନ କରାଇଥାଏ l ପୁରୁଷ ଓ ମହିଳା ଉଭୟ ଉଭୟଙ୍କର ପରିପୂରକ ଅଟନ୍ତି , ଜଣଙ୍କ ବିନା ଆଉ ଜଣେ ଆଗକୁ ବଢିବା  ଅସମ୍ଭବ l ତେଣୁ ପୁରୁଷ ମାନଙ୍କର କେତୋଟି ସ୍ଵଭାଵ ପ୍ରତି ମହିଳା ମାନେ ବିଶେଷ ଭାବରେ ଆକର୍ଷିତ ହୋଇ ଥାଆନ୍ତି l

– ଯେଉଁ ପୁରୁଷମାନେ ସଚୋଟ ଅଟନ୍ତି ସେହି ମାନଙ୍କ ଆଡକୁ ମହିଳାମାନେ ଅଧିକ ଆକର୍ଷିତ ହୋଇ ଥାଆନ୍ତି l ଏଭଳି ଲୋକ କଦାପି ଧୋଖା ଦେଇ ନଥାଆନ୍ତି l ଏମାନେ ନିଜ ସମ୍ପର୍କ କୁ ଖୁବ ସଚୋଟତା ର ସହିତ ପାଳନ କରି ଥାଆନ୍ତି l

– ଯେଉଁ ପୁରୁଷ ନାରୀଙ୍କୁ ଅଧିକ ଗୁରୁତ୍ୱ ଦେଇ ଥାଆନ୍ତି ସେମାନଙ୍କୁ ନାରୀମାନେ ଅଧିକ ପସନ୍ଦ କରି ଥାଆନ୍ତି l କାହିଁକି ନା ମହିଳାମାନେ ସ୍ଵଭାଵ ରେ ସାମାନ୍ୟ ଇର୍ଷା ପରାୟଣା ଅଟନ୍ତି l କିନ୍ତୁ ସେ ସବୁବେଳେ ଚାହିଁ ଥାଆନ୍ତି ତାଙ୍କୁ ସମସ୍ତେ ଗୁରୁତ୍ୱ ଦିଅନ୍ତୁ l

– ମହିଳା ମାନେ ସେହି ପୁରୁଷ ମାନଙ୍କୁ ନିଜର କରିବାକୁ ଚାହିଁ ଥାଆନ୍ତି, ଯେଉଁମାନେ ତାଙ୍କର ବାହାର ସୌନ୍ଦର୍ଯ୍ୟ କୁ ନଦେଖି ବାହାର ସୌନ୍ଦର୍ଯ୍ୟ ଯେପରିକି ମନକୁ ଦେଖି ପସନ୍ଦ କରନ୍ତି l

– ସେହି ପୁରୁଷ ନିକଟକୁ ମହିଳା ଆକର୍ଷିତ ହୁଅନ୍ତି ଯେଉଁ ମାନଙ୍କ ମଧ୍ୟରେ ଅହଂକାର ନଥାଏ ଓ ସରଳ ବିଶ୍ୱାସୀ ସହିତ ସରଳ ମନା ର ହୋଇ ଥାଆନ୍ତି l

Leave A Reply