ଷ୍ଟାର୍କିଡ୍ ସୁହାନା ଖାନ୍ଙ୍କ ଜବରଦସ୍ତ ଫ୍ୟାନ୍ ଫଲୋଇଙ୍ଗ୍ ଥିଲେ ମଧ୍ୟ ବାସ୍ତବରେ ସେ ବି କାହାର ଡାଏ ହାର୍ଡ ଫ୍ୟାନ୍ । ସୁହାନା ତାଙ୍କର ଫଟୋ ଲାଇକ୍ କରନ୍ତି ଏବଂ ତାଙ୍କ ଲାଇଫ୍ଷ୍ଟାଇଲ୍ ଫଲୋ କରିବା ସହ ଫ୍ୟାଶନ୍ ସେନ୍ସକୁ ପସନ୍ଦ କରନ୍ତି । ସେହି ମହିଳାଙ୍କ ନାମ କାଇଲି ଜେନର୍ । କାଇଲି ଆମେରିକୀୟ ମିଡିଆ ପର୍ସନାଲିଟି, ମଡେଲ ଓ ବିଜନେସ୍ ୱିମେନ୍ । ସେ ନିଜର ସୁପର୍ କର୍ଭି ଫିଗର୍ ଓ ବୋଲï ଫଟୋ ପାଇଁ ପରିଚିତ । ସେ ଜଣେ ଫାଶୋନିଷ୍ଟା ମଧ୍ୟ । କାଇଲି ଅଧିକାଂଶ ସମୟ ନିଜ କର୍ଭି ବଡିକୁ ବୋଲï ଲୁକ୍ ଦେବା ଭଳି ଡ୍ରେସ୍ ଚୁଜ୍ କରିଥାନ୍ତି । କାଇଲି ପୃଥିବୀର ସବୁଠୁ ୟଙ୍ଗ୍ ସେଲ୍ଫ ମେଡ୍ ବିଲିୟନାୟାର୍ ।