ବର୍ତମାନ ସାରା ବିଶ୍ୱରେ ଇଣ୍ଡିଆନ ପ୍ରିମିୟର ଲିଗ୍ ର ଫିବର ଚାଲିଛି l ସକାଳ ହେବା ମାତ୍ରକେ କେଉଁ ଖେଳାଳି ଙ୍କ ପ୍ରଦର୍ଶନ କିପରି ଥିଲା ଓ କେଉଁ ଖେଳାଳି କିଭଳି ପ୍ରଦର୍ଶନ କରିଥିଲେ ଆହୁରି ସୁନ୍ଦର ହୋଇ ଥାଆନ୍ତା ତାହାକୁ ନେଇ ଚର୍ଚ୍ଚା l ଏବଂ ସନ୍ଧ୍ୟା ହେବା ମାତ୍ରକେ ସମସ୍ତଙ୍କ ର ଟିଭି ସାମ୍ନାରେ ଭିଡ଼ l ଏହାଛଡା ପ୍ରତ୍ୟେକ ବ୍ୟକ୍ତିଙ୍କ ର ମଧ୍ୟ ପସନ୍ଦ ଯୋଗ୍ୟ ଆଇପିଏଲ ଟିମ୍ ରହିଛି l IPL ର ଇତିହାସ ରେ ଏଭଳି କିଛି ଖେଳାଳି ରହିଛନ୍ତି ଯେଉଁମାନେ ସର୍ବାଧିକ ଶୂନ୍ୟ ରେ ଆଉଟ ହୋଇଛନ୍ତି l ଆସନ୍ତୁ ଜାଣିବା ସେମାନଙ୍କ ନାମ l
– ରଶିଦ ଖାନ – ୧୧୨ ଟି ମ୍ୟାଚ – ୧୧୨ ଟି ଇନିଂସ ଖେଳିଛନ୍ତି – ୧୪ ଥର ଶୂନ୍ୟ ରେ ଆଉଟ ହୋଇଛନ୍ତି l
– ସୁନୀଲ ନରେନ – ୯୩ ଇନିଂସ ଖେଳିଛନ୍ତି – ୧୫ ଥର ଶୂନ୍ୟ ରେ ଆଉଟ ହୋଇଛନ୍ତି l
– ମନ୍ଦୀପ ସିଂ – ୯୮ ଟି ଇନିଂସ ଖେଳିଛନ୍ତି – ୧୫ ଥର ଶୂନ୍ୟ ରେ ଆଉଟ ହୋଇଛନ୍ତି l
– ପିୟୁଷ ଚାଉଲା – ୧୮୪ ଟି ମ୍ୟାଚ ଇନିଂସ – ୧୩ ଥର ଶୂନ୍ୟ ରେ ଆଉଟ ହୋଇଛନ୍ତି l
– ଗ୍ଲେନ ମ୍ୟାକ୍ସୱେଲ – ୧୨୮ ଟି ଇନିଂସ ଖେଳିଛନ୍ତି – ୧୫ ଥର ଶୂନ୍ୟ ରେ ଆଉଟ ହୋଇଛନ୍ତି l
– ଦୀନେଶ କାର୍ତିକ – ୨୧୬ ଟି ଇନିଂସ ଖେଳିଛନ୍ତି – ୧୫ ଥର ଶୂନ୍ୟ ରେ ଆଉଟ ହୋଇଛନ୍ତି l
– ଅବନ୍ତୀ ରାୟଡୁ – ୧୮୨ ଟି ଇନିଂସ ଖେଳିଛନ୍ତି – ୧୪ ଥର ଶୂନ୍ୟ ରେ ଆଉଟ ହୋଇଛନ୍ତି l
– ରୋହିତ ଶର୍ମା – ୨୨୯ ଟି ଇନିଂସ ଖେଳିଛନ୍ତି – ୧୪ ଥର ଶୂନ୍ୟ ରେ ଆଉଟ ହୋଇଛନ୍ତି l