ଭାରତର ସାଇବର ସୁରକ୍ଷା ଏଜେନସି CERT -IN ହ୍ୱାଟ୍ସଅପ ବ୍ୟବହାର କରୁଥିବା ବ୍ୟକ୍ତି ମାନଙ୍କୁ ଗୋଟିଏ ଉପଦେଶ ନିୟମା ବଳି ଜାରି କରିଛନ୍ତି , ଯାହାଦ୍ୱାରା ସେମାନଙ୍କୁ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଙ୍ଗ ଆପରେ ମିଳିଥିବା କିଛି ତ୍ରୁଟି ବିଷୟରେ ସଚେତନ କରାଯାଇଛି ଯାହାଦ୍ୱାରା ସମ୍ବେଦନ ଶୀଳ ତଥ୍ୟର ପ୍ରସାର ହୋଇପାରିବ l
ହ୍ୱାଟ୍ସଅପର ଏହି ଆରୋପ ସାମ୍ନାକୁ ଆସିବା ପରେ ଅଧିକରୁ ଅଧକ ପରିମାଣରେ ବ୍ୟାକ ଲେସ ର ସାମ୍ନା କରିବାକୁ ପଡୁଛି , କାହିଁକିନା ଏହା ନିଜର ଉପଯୋଗ କର୍ତ୍ତାଙ୍କୁ ତଥ୍ୟ ନିଜର ମୁଖ୍ୟ କମ୍ପାନୀ ଫେସବୁକ ସହିତ ସେଆର କରିଥାଏ l ହ୍ୱାଟ୍ସଅପର ନବୀନତମ ଗୋପନୀଅତା ନୀତି ଦ୍ୱାରା ଆଲୋଚକଙ୍କ ସହିତ ସେହି ପ୍ରକାରର ଆଲୋଚନା କରାଯାଇଛି , ଯେଉଁଥିରେ ଦାବି କରାଯାଇଛିଯେ ତ୍ୱରିତ ସନ୍ଦେଶ ମଞ୍ଚ ଭାରତୀୟ ଉପଯୋଗ କର୍ତା ମାନେ କର୍ତ୍ତାମାନଙ୍କ ପାଇଁ ପକ୍ଷ ପାତିତl ରହିଥିଲା l
ଏହାର ନୀତି ନିୟମା ବଳିରେ ,ଯେଉଁ ଉଚ୍ଚ ଗମ୍ଭୀରତା ରେଟିଙ୍ଗ ଅନୁସାରେ ବର୍ଗିକୃତ କରାଯାଇଛି , ସାଠିଫିକେଟ – ଇନ ପକ୍ଷରୁ କୁହାଯାଇଛିଯେ ସଫ୍ଟୱାୟାର ରେ ପ୍ରଭେଦ ଥିବା ଜଣାପଡିଛି l ଯେଉଁଥିରେ v2.21.4.18 ଦ୍ୱାରା ପୂର୍ବରୁ ଆଣ୍ଡ୍ରୋଏଡ ପାଇଁ ହ୍ୱାଟ୍ସଅପ ଓ ହ୍ୱାଟ୍ସଅପ ବ୍ୟବସାୟ ରହିଛି l କିନ୍ତୁ ହ୍ୱାଟ୍ସଅପ ଓ ହ୍ୱାଟ୍ସଅପ ବ୍ୟବସାୟ v2.21.32 ପୂର୍ବରୁ iOS ପାଇଁ ରହିଥିଲା l
CERT- IN ସାଇବର ବେଟେକ୍ସ ମୁକାବିଲା କରିବା ଓ ଭାରତୀୟ ସାଇବର ସ୍ପେସର ରକ୍ଷା କରିବା ପାଇଁ ରାଷ୍ଟୀୟ ପ୍ରଦ୍ୟୋଗିକ ସଖା ରହିଛି
