Odisha news

ଯଦି ଉଚ୍ଚ ରକ୍ତଚାପ ରେ ପୀଡିତ ତେବେ ଏହିସବୁ ଖାଦ୍ୟ ପଦାର୍ଥ ଠାରୁ ଶୀଘ୍ର ଦୂରେଇ ରୁହନ୍ତୁ ନଚେତ ଆପଣଙ୍କ ହାର୍ଟ ପଡିପାରେ ବିପଦରେ

0

ଆଜିକାଲି ର ଖାଦ୍ୟ ପଦାର୍ଥ ଶରୀର ପାଇଁ ବିପଦ ଆଣି ଦେଉଛି l ବିଶେଷ ଭାବେ ଅନେକ ଲୋକ ଉଚ୍ଚ ରକ୍ତଚାପ ରେ ଅଧିକ ପୀଡିତ ହେଉଛନ୍ତି l ତେଣୁ ଚିକିତ୍ସକ ମାନେ ଅନେକ ଗୁଡିଏ ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଉଛନ୍ତି l ବିଶେଷ ଭାବେ ଉଚ୍ଚ ସୋଡିୟମ ଯୁକ୍ତ ଖାଦ୍ୟ ଉଚ୍ଚ ରକ୍ତଚାପ ପାଇଁ କ୍ଷତି କାରକ l

* ଯେଉଁ ଖାଦ୍ୟ ରେ ଅଧିକ ସୋଡିଅମ ରହିଥାଏ ସେହି ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ l ହେଲଥ ଏକ୍ସପାର୍ଟ ଙ୍କ ମତରେ ସୁପ ପ୍ରଭୃତି ଅଧିକ ସେବନ କରିବା ଉଚିତ ନୁହେଁ l ଏଥିରେ ଲୁଣ ର ଅଧିକ ବ୍ୟବହାର ହୋଇଥାଏ ଯାହା ଉଚ୍ଚ ରକ୍ତଚାପ ପାଇଁ ଖୁବ କ୍ଷତି କାରକ l

* 𝚆𝙷𝙾 ର ସୂଚନା ଅନୁଯାୟୀ ଗୋଟିଏ ବ୍ୟକ୍ତି ଦିନରେ ମାତ୍ର ୫ ଗ୍ରାମ ଲୁଣ ଖାଇବା ଜରୁରୀ l ଲୁଣ ରେ ସୋଡିଅମ ରହିଥାଏ l ଯାହାକି ରକ୍ତଚାପ ପାଇଁ ଖୁବ କ୍ଷତିକାରକ l ଏହାଛଡା ପନିର କ୍ୟାଲସିୟମ ଓ ପ୍ରୋଟିନ ର ଗୋଟିଏ ଭଲ ସ୍ରୋତ l ଏବଂ ପନିର ମଧ୍ୟ ଉଚ୍ଚ ରକ୍ତଚାପ ରୋଗୀ ଙ୍କ ପାଇଁ କ୍ଷତି କାରକ l

* ୧୧୩ ଗ୍ରାମ ପନିର ରେ ପାଖାପାଖି ୩୫୦ ଗ୍ରାମ ସୋଡିୟମ୍ ରହିଥାଏ l ଗୋଟିଏ ଖଣ୍ଡ ପିଜା ରେ ୧୪୦ ଗ୍ରାମ ସୋଡିୟମ ରହିଥାଏ l ଯାହାର ସେବନ ଶରୀର ପାଇଁ କ୍ଷତିକାରକ l

Leave A Reply